ଗୋଟେ ପଟେ ପରିବାର, ଅନ୍ୟପଟେ ସଙ୍ଗଠନ, ଯିଏ ଦେଶକୁ ପରିବାର ଭାବେ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଦୁଇଟି ବଡ ଘଟଣା ଘଟିଛି। ଗୋଟେ ତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‍କ୍ଷମତାକୁ ଆସିଛନ୍ତି। ଆଉ ଏକ ବଡ ଘଟଣା ହେଉଛି ଆମେଠିରୁ ରାହୁଲ୍‌ ଗାନ୍ଧିଙ୍କୁ ହରାଇ ସ୍ମୃତି ଇରାନି ଜିତ୍‌ର ତାଜ୍‌ ପିନ୍ଧିଛନ୍ତି। ଆମେଠି ଯାହାକୁ ଗାନ୍ଧି ପରିବାରର ଗଡ଼ କୁହାଯାଏ, ସେଠାରୁ ରାହୁଲ୍‌ଙ୍କ ହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିରଖିଛି। ୨୦୧୪ରେ ଆମେଠିରୁ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ପରାଜୟ ହୋଇଥିଲା। ତଥାପି ସେ […]

smriti-irani-campaigns_d02e

smriti-irani-campaigns_d02e

Biswobandita Swain
  • Published: Friday, 24 May 2019
  • Updated: 24 May 2019, 11:53 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଦୁଇଟି ବଡ ଘଟଣା ଘଟିଛି। ଗୋଟେ ତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‍କ୍ଷମତାକୁ ଆସିଛନ୍ତି। ଆଉ ଏକ ବଡ ଘଟଣା ହେଉଛି ଆମେଠିରୁ ରାହୁଲ୍‌ ଗାନ୍ଧିଙ୍କୁ ହରାଇ ସ୍ମୃତି ଇରାନି ଜିତ୍‌ର ତାଜ୍‌ ପିନ୍ଧିଛନ୍ତି। ଆମେଠି ଯାହାକୁ ଗାନ୍ଧି ପରିବାରର ଗଡ଼ କୁହାଯାଏ, ସେଠାରୁ ରାହୁଲ୍‌ଙ୍କ ହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିରଖିଛି। ୨୦୧୪ରେ ଆମେଠିରୁ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ପରାଜୟ ହୋଇଥିଲା। ତଥାପି ସେ ରାଜନୀତିରେ ସକ୍ରିୟ ଥିଲେ। ଏଥର ଜିତ୍‌ ହାସଲ କରିବା ପରେ ସ୍ମୃତି ବେଶ୍‌ ଖୁସ୍ ଅଛନ୍ତି। ସେ ତାଙ୍କ ବିଜୟର ଶ୍ରେୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି।

ସେ କହିଛନ୍ତି, ଗୋଟେ ପଟେ ପରିବାର ଥିଲା, ଅନ୍ୟପଟେ ଗୋଟେ ସଂଗଠନ ଯିଏ ଦେଶକୁ ପରିବାର ଭଳି ଦେଖୁଥିଲା। ଆଜି ସେ ସଙ୍ଗଠନର ଜିତ୍‌ ହୋଇଛି। ଆମେଠିରେ ଏମିତି ଅନେକ ଘର ରହିଛି ଯେଉଁଠି ଲୋକମାନେ ବିଜୁଳି ସୁବିଧାରୁ ବଞ୍ଚିତ ଥିଲେ। ଏମିତି ଅନେକ ଘରକୁ ମୋଦି ଶୌଚାଳୟ ଯୋଗାଇ ଦେଇଛନ୍ତି। ଆମେଠି ଲୋକଙ୍କୁ ଏକ ନୂତନ ଜୀବନ ଦେବାରେ ମୋଦିଙ୍କର ହାତ ରହିଛି।

୨୦୧୪ରେ ମୁଁ ହାରିବା ପରେ ମଧ୍ୟ ଜନସେବା ଜାରି ରଖିଥିଲି। କାରଣ ଏହା ଆମ ସଂଗଠନର ସଂସ୍କାର । ଯେ ପର୍ଯ୍ୟନ୍ତ ଧାଡି ଶେଷରେ ଠିଆ ହୋଇଥିବା ଜନତା ପର୍ଯ୍ୟନ୍ତ ବିକାଶ ନପହଞ୍ଚି ସେପର୍ଯ୍ୟନ୍ତ କାମ କରିଚାଲିବୁ।

ଆମେଠିରୁ ବିଜୟ ହେବାପରେ ରାହୁଲ ଗାନ୍ଧି ସ୍ମୃତିଙ୍କୁ ଶୁଭେଚ୍ଛା  ଜଣାଇଥିବା ବେଳେ ସ୍ମୃତି ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେଠିରେ ଭଲ କାମ ହେବ, ସେଠାରେ ବିକାଶ ହେବ ବୋଲି ରାହୁଲ୍‌ଙ୍କ ବିଶ୍ୱାସକୁ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

https://www.youtube.com/watch?v=gc-EfPyTfGc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story