ମୁମ୍ୱାଇ ଛାଡ଼ି ଆମେଠିରେ ଘର କରିବେ ସ୍ମୃତି ଇରାନୀ

ଲକ୍ଷ୍ନୌ: ମୁମ୍ୱାଇ ମାୟାନଗରୀ ଛାଡ଼ି ଉତ୍ତର ପ୍ରଦେଶ ଆମେଠିରେ ନିଜର ଘର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆମେଠିରୁ ଚଳିତଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜ ଘରର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପୂର୍ବତନ ଟେଲି ସିରିଏଲ ଅଭିନେତ୍ରୀ। ଏଥିସହ ସେ ତାଙ୍କର ନାଁ  ମୁମ୍ୱାଇ ପରିବର୍ତ୍ତେ ଆମେଠି ଭୋଟର ଲିଷ୍ଟରେ କରିବେ। ଗତକାଲିଠୁ ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଏବି ଅବସରରେ ସେ ୟୁପି ଉପମୁଖ୍ୟମନ୍ତ୍ରୀ […]

amethi

amethi

Subhransu Sekhar
  • Published: Sunday, 23 June 2019
  • Updated: 23 June 2019, 12:27 PM IST

Sports

Latest News

ଲକ୍ଷ୍ନୌ: ମୁମ୍ୱାଇ ମାୟାନଗରୀ ଛାଡ଼ି ଉତ୍ତର ପ୍ରଦେଶ ଆମେଠିରେ ନିଜର ଘର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆମେଠିରୁ ଚଳିତଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜ ଘରର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପୂର୍ବତନ ଟେଲି ସିରିଏଲ ଅଭିନେତ୍ରୀ। ଏଥିସହ ସେ ତାଙ୍କର ନାଁ  ମୁମ୍ୱାଇ ପରିବର୍ତ୍ତେ ଆମେଠି ଭୋଟର ଲିଷ୍ଟରେ କରିବେ।

ଗତକାଲିଠୁ ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଏବି ଅବସରରେ ସେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କ ଉପସ୍ଥିତିରେ ଆମେଠିରେ ଘର କରିବେ ବୋଲି ଘୋଷଣା କରିଛନ୍ତି। ଏହା ପରେ ସେ ୟୁପିର ଭୋଟର ହେବେ। ସୂଚନାଯୋଗ୍ୟ ଯେ କୌଣସି ସ୍ଥାନରେ ଭୋଟର ହେବାକୁ ହେଲେ ସେହି ସ୍ଥାନର ସ୍ଥାୟୀ ବାସିନ୍ଦା ହେବା ଦରକାର।

ଗତକାଲି ଆମେଠିର ପୂର୍ବତନ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ନାମଦାର (ପରୋକ୍ଷରେ ରାହୁଲ ଗାନ୍ଧି) ସାଂସଦ ହେବା ପରେ ଆମେଠିରେ ୫ ବର୍ଷ ପର୍ଯ୍ୟନ୍ତ ଦେଖା ଦିଅନ୍ତିନି। ଆମେଠି ବାସୀ ଦିଲ୍ଲୀ ଯାଇ ତାଙ୍କ ସାଂସଦଙ୍କୁ ଖୋଜୁଥିଲେ।

ଚଳିତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ୫୫ ହଜାର ୧୨୦ ଭୋଟରେ ହରାଇଛନ୍ତି। ଏହାପରେ ଗାନ୍ଧି ପରିବାରର ଗଡ଼ ଭାବେ ପରିଚିତି ଥିବା ଏହି ନିର୍ବାଚନ ମଣ୍ଡଳୀକୁ ନିଜ ଅକ୍ତିଆରକୁ ନେଇଛି ବିଜେପି।

ଗତକାଲି ଜଣେ ଅସୁସ୍ଥ ମହିଳାଙ୍କୁ ତାଙ୍କ କନଭୟରେ ଥିବା ଆମ୍ୱୁଲାନ୍ସରେ ହସ୍ପିଟାଲକୁ ପଠାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେ ଆମେଠିରେ ଘର କରିବେ କହି ୟୁପି ବାସୀଙ୍କ ହୃଦୟ ଜିତିବା ପାଇଁ ଚେଷ୍ଟା କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ ଫଳାଫଳ ପରେ ତାଙ୍କର ସହଯୋଗୀ ସୁରେନ୍ଦ୍ରଙ୍କ ଶବ କାନ୍ଧେଇ ଚର୍ଚ୍ଚାକୁ ଆସିଥିଲେ ସ୍ମୃତି ଇରାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story