ଅଶ୍ଳୀଳ ଇଙ୍ଗିତ କରୁଥିବା ସଙ୍ଗୀତ ଶିକ୍ଷକଙ୍କୁ ଛେଚିଲେ ଛାତ୍ରଛାତ୍ରୀ

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌରରେ ଅଶ୍ଳୀଳ ଇଙ୍ଗିତ ଓ ଶଦ୍ଦ ବ୍ୟବହାର କରୁଥିବା ଅଭିଯୋଗରେ ଜଣେ ସଙ୍ଗୀତ ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ଘରୁ ବାହାରକୁ ଘୋଷାରି ଆଣି ମାଡ଼ ମାରିଛନ୍ତି। ଦୀର୍ଘଦିନ ହେବ ଛାତ୍ରୀମାନଙ୍କ ପ୍ରତି ଶିକ୍ଷକ ଜଣକ ଅଶ୍ଳୀଳ  ବ୍ୟବହାର କରୁଥିବା ନେଇ ଅଭିଯୋଗ  ହୋଇ ଆସୁଥିଲା।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲା। ଛାତ୍ରୀମାନଙ୍କୁ ଅଶ୍ଳୀଳ ବ୍ୟବହାରକୁ ଶିକ୍ଷକ ଜଣକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଛାତ୍ରଛାତ୍ରୀମାନେ  ବହୁଦିନ ହେଲା ଫି’ ଦେଇ ନାହାନ୍ତି। ଫି’ ମାଗିବାରୁ ମୋତେ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି।”

ଆହୁରି ପଢ଼ନ୍ତୁ

ବିଜୁଳି ନେଲା ପୁଣି ୨୬ ଜୀବନ

ପୁଣି ରେକର୍ଡ କଲା ରେଳବାଇ, ଟ୍ରାକରେ ଦୌଡ଼ିଲା ୨.୮ କିମି ଲମ୍ବର ଟ୍ରେନ୍‌

‘ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ କେବଳ ସରକାରୀ ଚାକିରୀ‘

ପୁଲୱାମା ହମଲା: ଆଉ ଜଣଙ୍କୁ ବାନ୍ଧିଲା ଏନଆଇଏ

ଇଟାଲୀ ନୌସେନା ବିରୋଧୀ କେସ୍‌ ଜିତିଲା ଭାରତ

ଚାଇନାକୁ ଚେକ: ଲଦାଖ ସୀମାକୁ ଗଲେ ସର୍ଜିକାଲ ଷ୍ଟ୍ରାଇକରେ ନିୟୋଜିତ ଘାତକ କମାଣ୍ଡୋ

୬ ତାରିଖରୁ ତାଜ ମହଲ ଠାରୁ ରେଡ ଫୋର୍ଟ ଯାଏ ସବୁ କୀର୍ତ୍ତିରାଜି ଖୋଲିବ

ବିହାର ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ: ପୋଷ୍ଟାଲ ବାଲଟ୍‌ରେ ଦେଇ ହେବ ଭୋଟ

ସୀମାରେ ଅତିରିକ୍ତ ସେନା ମୁତୟନ ଖବରକୁ ମାନିଲାନି ପାକିସ୍ତାନ

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ଆରୋଗ୍ୟ ହାରରେ ୧୧ନଂରେ ଓଡ଼ିଶା, ୧ ନଂରେ କିଏ ଜାଣନ୍ତୁ

ରେଳବାଇର ଘରୋଇ କରଣ ପାଇଁ ପ୍ରଥମ ଗୋଟି ଚଳାଇଲେ ମୋଦି ସରକାର