ସପା ଦୁର୍ବଳ ହୋଇପଡ଼ିଥିବାରୁ ମେଣ୍ଟ କରିବା ପାଇଁ ଚାହୁଁଛି: ମାୟାବତୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଯାଦବ ପରିବାରରେ ଉଠିଥିବା ଝଡ଼ ଥମିବାର ନାଁ ନେଉ ନ ଥିବା ବେଳେ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମୟାବତୀ ସମାଜବାଦୀ ପାର୍ଟି (ସପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ସପା ଦୁର୍ବଳ ହୋଇଗଲାଣି। ସେଥିପାଇଁ ଦଳ ମେଣ୍ଟ କରିବା ପାଇଁ ଚେଷ୍ଟା କରୁଛି।” ସେ ଆହୁରି କହିଛନ୍ତି,“ସପା ଯେଉଁ ଦଳଗୁଡ଼ିକ ସହିତ ମେଣ୍ଟ କରିବା ପାଇଁ  ଚେଷ୍ଟା କରୁଛି ସେମାନଙ୍କର ଉତ୍ତର ପ୍ରଦେଶରେ କୌଣସି ସ୍ଥିତି ନାହିଁ।” ମାୟାବତୀ  କହିଛନ୍ତି,“ପାକିସ୍ତାନ ଅଧିକୃତ […]

MAYAWATI

MAYAWATI

Rakesh Mallick
  • Published: Friday, 04 November 2016
  • Updated: 04 November 2016, 02:12 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଯାଦବ ପରିବାରରେ ଉଠିଥିବା ଝଡ଼ ଥମିବାର ନାଁ ନେଉ ନ ଥିବା ବେଳେ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମୟାବତୀ ସମାଜବାଦୀ ପାର୍ଟି (ସପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ସପା ଦୁର୍ବଳ ହୋଇଗଲାଣି। ସେଥିପାଇଁ ଦଳ ମେଣ୍ଟ କରିବା ପାଇଁ ଚେଷ୍ଟା କରୁଛି।”

ସେ ଆହୁରି କହିଛନ୍ତି,“ସପା ଯେଉଁ ଦଳଗୁଡ଼ିକ ସହିତ ମେଣ୍ଟ କରିବା ପାଇଁ  ଚେଷ୍ଟା କରୁଛି ସେମାନଙ୍କର ଉତ୍ତର ପ୍ରଦେଶରେ କୌଣସି ସ୍ଥିତି ନାହିଁ।”

ମାୟାବତୀ  କହିଛନ୍ତି,“ପାକିସ୍ତାନ ଅଧିକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍‌ରୁ ବିଜେପି ଫାଇଦା ଉଠାଇପାରିଥାନ୍ତା, ଯଦି ଏହା ପରେ ସୀମାରେ ଶାନ୍ତି ଫେରି ଆସିଥାଆନ୍ତା। କିନ୍ତୁ ସୀମାରେ ଗୁଳିବିନିମୟ ଜାରି ରହିଛି। ଯବାନଙ୍କ ସଫଳତାକୁ ବିଜେପି ନିଜେ ନେବାକୁ ଚାହୁଁଛି।”

ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ସମାଲୋଚନ କରିଛନ୍ତି ମୟାବତୀ। ସେ କହିଛନ୍ତି, “ଅଖିଳେଶ ଯାଦବଙ୍କ ପାଖରେ ସେହି ଯୁବ ଶକ୍ତି ଅଛନ୍ତି ଯେଉଁମାନେ ମୁଲାୟମଙ୍କ ସହିତ ଥିଲେ। ଅଖିଳେଶ କିଛି ନୂଆ କାମ କରି ନାହାନ୍ତି। ସେ କେବଳ ପୁରଣା ଯୋଜନାଗୁଡ଼ିକର ନାମ ବଦଳାଇ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story