ୟୁପିରେ ଏସପି-ବିଏସପି ମେଣ୍ଟ ଭାଙ୍ଗିଲା, ମାୟାବତୀଙ୍କୁ ଏମିତି ଜବାବ ଦେଲେ ଅଖିଲେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ। ଏବେ ପାଇଁ ମହାମେଣ୍ଟର ବ୍ରେକ୍ ଲାଗିଛି ବୋଲି ଉତ୍ତର ପ୍ରଦେଶ ମହାମେଣ୍ଚରେ ସାମିଲ ଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଗତକାଲି କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ମହାମେଣ୍ଟର ଅନ୍ୟତମ ଦଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ। ଆଜମଗଡ଼ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଖିଲେଶ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି […]

mayawati-akhilesh

mayawati-akhilesh

Subhransu Sekhar
  • Published: Tuesday, 04 June 2019
  • Updated: 04 June 2019, 02:34 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ। ଏବେ ପାଇଁ ମହାମେଣ୍ଟର ବ୍ରେକ୍ ଲାଗିଛି ବୋଲି ଉତ୍ତର ପ୍ରଦେଶ ମହାମେଣ୍ଚରେ ସାମିଲ ଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଗତକାଲି କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ମହାମେଣ୍ଟର ଅନ୍ୟତମ ଦଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ।

ଆଜମଗଡ଼ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଖିଲେଶ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଗଢ଼ିବ। ଏଥିସହ ଏସପି ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଅଖିଲେଶ ସଙ୍କେତ ଦେଇଛନ୍ତି।

ଗତକାଲି ମାୟାବତୀ କହିଥିଲେ ଅଖିଲେଶ ନିଜ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ପାଇଁ ମଧ୍ୟ କନୌଜରୁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି। ଏମିତିକି ମେଣ୍ଟ ଥିଲେ ମଧ୍ୟ ଏସପି ଭୋଟ ବିଏସପିକୁ ଯାଇନଥିବା ସେ କହିଛନ୍ତି। ଏଥିପାଇଁ ଅଖିଲେଶଙ୍କ କକା ଶିବପାଲ ଯାଦବ ଓ କଂଗ୍ରେସର ମିଲି ଭଗତ ଏକ ବଡ଼ କାରଣ ବୋଲି ମାୟାବତୀ ହୃଦବୋଧ କରିଛନ୍ତି। ତେଣୁ ଆଗାମୀ ଦିନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିଥିଲେ। ତେବେ ଯଦି ସମାଜବାଦୀ ପାର୍ଟି ନିଜ ଭୋଟ ବ୍ୟାଙ୍କ ବଢ଼ାଏ, ତାହେଲେ ଆଗାମୀ ଦିନରେ ବିଏସପି ପୁଣି ମେଣ୍ଟ ଗଢ଼ିପାରେ ବୋଲି ମାୟାବତୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story