ଲାଇଭ୍‌ ଟିଭି ଶୋ’ରେ ବିଜେପି ମୁଖପାତ୍ରଙ୍କ ଉପରକୁ ଆକ୍ରମଣ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲାଇଭ୍‌ ଟିଭି ଶୋ’ ସମୟରେ ସମାଜବାଦୀ ପାର୍ଟିର କର୍ମି ଏବଂ ବିଜେପି ମୁଖପାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି। ଏମିତି କି ସମାଜବାଦୀ କର୍ମି ବିଜେପି ମୁଖପାତ୍ରଙ୍କୁ ଆକ୍ରମଣ କରିଛନ୍ତି। ନୋଏଡା ସେକ୍ଟର ୧୬-Aର ଏକ ଟିଭି ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଶୋ’ ଚାଲିଥିଲା। ଏଥିରେ ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭଦୋରିଆ ଏବଂ ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ ଯୋଗ ଦେଇଥିଲେ। ଆଲୋଚନାରେ ମତଭେଦ ଦେଖାଯିବାରୁ ଅନୁରାଗ ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆଙ୍କୁ ଧକ୍କା […]

gauravbhatiafight-750x430

gauravbhatiafight-750x430

Biswobandita Swain
  • Published: Monday, 10 December 2018
  • Updated: 10 December 2018, 05:35 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲାଇଭ୍‌ ଟିଭି ଶୋ' ସମୟରେ ସମାଜବାଦୀ ପାର୍ଟିର କର୍ମି ଏବଂ ବିଜେପି ମୁଖପାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି। ଏମିତି କି ସମାଜବାଦୀ କର୍ମି ବିଜେପି ମୁଖପାତ୍ରଙ୍କୁ ଆକ୍ରମଣ କରିଛନ୍ତି।

ନୋଏଡା ସେକ୍ଟର ୧୬-Aର ଏକ ଟିଭି ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଶୋ’ ଚାଲିଥିଲା। ଏଥିରେ ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭଦୋରିଆ ଏବଂ ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ ଯୋଗ ଦେଇଥିଲେ।

ଆଲୋଚନାରେ ମତଭେଦ ଦେଖାଯିବାରୁ ଅନୁରାଗ ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆଙ୍କୁ ଧକ୍କା ଦେବା ସହ ତାଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ଏବେ ଏହି ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

https://twitter.com/gauravbh/status/1071413994169221120

ଗୌରବ ଭାଟ୍ଟିଆଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଭଦୋରିଆଙ୍କୁ ଗିରଫ କରିଛି। ସେପଟେ ଭଦୋରିଆଙ୍କ ଗିରଫଦାରୀକୁ ନେଇ ସମାଜବାଦୀ ପାର୍ଟି ପ୍ରତିକ୍ରିୟା ରଖିଛି। ପାର୍ଟି ପକ୍ଷରୁ କୁହାଯାଇଛି, ଅଭଦ୍ର ବ୍ୟବହାର, ଅନୁଚିତ୍ ଶବ୍ଦର ପ୍ରୟୋଗ ଏବଂ ମାର୍‌ପିଟ୍‌ କରୁଥିବା ଭାରତୀୟ ଜନତା ପାର୍ଟି ମୁଖପାତ୍ର ଗୌରବ ଭାଟ୍ଟିଆ ମିଛ କହୁଛନ୍ତି। ଜନତାଙ୍କ ସାମ୍ନାରେ ଯୁକ୍ତିଯୁକ୍ତ କଥା ଉପସ୍ଥାପନା ହେଉ ଏବଂ ନ୍ୟୁଜ୍‌ ଚ୍ୟାନେଲ୍‌ ମଧ୍ୟ ସମ୍ପୂର୍ଣ୍ଣ ଭିଡିଓ ସେୟାର କରୁ। ଏକ ଟୁଇଟ୍‌ ବାର୍ତ୍ତାରେ ଏହା କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story