ମୋଦିଙ୍କୁ ଦେଖାକରି ବିଜେପିରେ ମିଶିଲେ ନୀରଜ ଶେଖର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଭେଟଘାଟ ପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ସେ ରାଜ୍ୟସଭା ଓ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ସମାଜବାଦୀ ପାର୍ଟିରୁ ଇସ୍ତଫା ଦେବା ପରେ ସେ ବିଜେପି ମୁଖ୍ୟ ଅମିତ ଶାହ ଓ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କୁ ସାକ୍ଷାତ କରିଥିଲେ। ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ […]

qa

qa

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 05:21 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଭେଟଘାଟ ପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ସେ ରାଜ୍ୟସଭା ଓ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ସମାଜବାଦୀ ପାର୍ଟିରୁ ଇସ୍ତଫା ଦେବା ପରେ ସେ ବିଜେପି ମୁଖ୍ୟ ଅମିତ ଶାହ ଓ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କୁ ସାକ୍ଷାତ କରିଥିଲେ।

ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଗୃହରେ ଶେଖରଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ଏହାକୁ ନେଇ ବିରୋଧୀ ହୋ-ହାଲ୍ଲା କରିବାରୁ ସେ ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ଶେଖର ୨୦୧୪ରେ ସମାଜବାଦୀ ଟିକେଟ୍‌ରୁ ରାଜ୍ୟସଭାକୁ ଯାଇଥିଲେ।

ତାଙ୍କ କାର୍ଯ୍ୟକାଳ ୨୦୨୦ ନଭେମ୍ବର ୨୫ରେ ଶେଷ ହେବାର ଥିଲା। ଏବେ ଏହି ଆସନ ପାଇଁ ଉପ ନିର୍ବାଚନ ହେବ। ବିଜେପି ଉତ୍ତର ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ବେଶ ଆରାମରେ ଖାଲି ପଡ଼ିଥିବା ଏହି ଆସନକୁ କବଜା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story