ନମାଜ ପଢ଼ୁଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା କାର୍‌

ନୂଆଦିଲ୍ଲୀ: ଇଦ୍‌ ପାଳନ ବେଳେ ଦିଲ୍ଲୀରେ ବଡ଼ଧରଣର ଅଘଟଣ ଘଟିଛି। ଦିଲ୍ଲୀର ଖୁରେଜି ଅଞ୍ଚଳରେ ଥିବା ଏକ ମସଜିଦ୍‌ ନିକଟରେ ମୁସଲିମ ସଂପ୍ରଦାୟର ଲୋକମାନେ ସମୂହ ନମାଜ ପାଠ କରୁଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ସେମାନଙ୍କ ଉପରେ ଚଢ଼ି ଯାଇଛି। ଏଥିରେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ଘଟଣସ୍ଥଳରେ ପହଞ୍ଚି ପ୍ରଥମେ ଆହତଙ୍କୁ ହସ୍ପିଟାଲ୍‌ ନେଇଥିଲା। ଏବେ ଦୁର୍ଘଟଣା ଘଟାଇଥିବା କାର୍‌ର ଡ୍ରାଇଭର୍‌ଙ୍କୁ ପୁଲିସ୍‌ ଖୋଜୁଛି। ଗାଡ଼ି ନମ୍ବରରୁ ଡ୍ରାଇଭରଙ୍କ ଠିକଣା ଠାବ […]

wa

wa

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 03:39 PM IST

Sports

Latest News

ନୂଆଦିଲ୍ଲୀ: ଇଦ୍‌ ପାଳନ ବେଳେ ଦିଲ୍ଲୀରେ ବଡ଼ଧରଣର ଅଘଟଣ ଘଟିଛି। ଦିଲ୍ଲୀର ଖୁରେଜି ଅଞ୍ଚଳରେ ଥିବା ଏକ ମସଜିଦ୍‌ ନିକଟରେ ମୁସଲିମ ସଂପ୍ରଦାୟର ଲୋକମାନେ ସମୂହ ନମାଜ ପାଠ କରୁଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ସେମାନଙ୍କ ଉପରେ ଚଢ଼ି ଯାଇଛି।

ଏଥିରେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ଘଟଣସ୍ଥଳରେ ପହଞ୍ଚି ପ୍ରଥମେ ଆହତଙ୍କୁ ହସ୍ପିଟାଲ୍‌ ନେଇଥିଲା। ଏବେ ଦୁର୍ଘଟଣା ଘଟାଇଥିବା କାର୍‌ର ଡ୍ରାଇଭର୍‌ଙ୍କୁ ପୁଲିସ୍‌ ଖୋଜୁଛି। ଗାଡ଼ି ନମ୍ବରରୁ ଡ୍ରାଇଭରଙ୍କ ଠିକଣା ଠାବ କରି ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story