ଜାକର୍ତ୍ତା ବିମାନ ଦୁର୍ଘଟଣା, ମିଳିଲା ବ୍ଲାକ ବକ୍ସ

ଜାକର୍ତ୍ତା: ଜାକର୍ତ୍ତାରେ ଘରୋଇ ବିମାନ ଶ୍ରୀଓ୍ୱିଜୟା ଦୁର୍ଘଟଣା ହେବା ପରେ ରବିବାର ଏହାର ବ୍ଲାକ ବକ୍ସ ଉଦ୍ଧାର ହୋଇଛି। ଶ୍ରୀଓ୍ୱିଜୟା ବିମାନରେ ମୋଟ୍ ୬୨ ଜଣ ଯାତ୍ରୀ ଥିଲେ। ବିମାନଟି ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହିତ ଯୋଗାଯୋଗ ହରାଇଥିଲା। ଏହାପରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ରବିବାର ସକାଳେ ଇଣ୍ଡୋନେସିଆର ଜାଭା ସମୁଦ୍ରରୁ ଉଦ୍ଧାରକାରୀ ଦଳ ଅନେକ ଯାତ୍ରୀଙ୍କ ଶରୀରର ଅଙ୍ଗ, ଲୁଗା, ବିମାନର ଭଗ୍ନାବଶେଷ ଇତ୍ୟାଦି ଉଦ୍ଧାର କରିଛନ୍ତି। ନୌସେନା ବିମାନର ବ୍ଲାକ୍ ବାକ୍ସ ପାଇଥିବା […]

indonesia-flight-crash

indonesia-flight-crash

Subhransu Sekhar
  • Published: Sunday, 10 January 2021
  • Updated: 10 January 2021, 08:30 PM IST

Sports

Latest News

ଜାକର୍ତ୍ତା: ଜାକର୍ତ୍ତାରେ ଘରୋଇ ବିମାନ ଶ୍ରୀଓ୍ୱିଜୟା ଦୁର୍ଘଟଣା ହେବା ପରେ ରବିବାର ଏହାର ବ୍ଲାକ ବକ୍ସ ଉଦ୍ଧାର ହୋଇଛି। ଶ୍ରୀଓ୍ୱିଜୟା ବିମାନରେ ମୋଟ୍ ୬୨ ଜଣ ଯାତ୍ରୀ ଥିଲେ। ବିମାନଟି ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହିତ ଯୋଗାଯୋଗ ହରାଇଥିଲା। ଏହାପରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ରବିବାର ସକାଳେ ଇଣ୍ଡୋନେସିଆର ଜାଭା ସମୁଦ୍ରରୁ ଉଦ୍ଧାରକାରୀ ଦଳ ଅନେକ ଯାତ୍ରୀଙ୍କ ଶରୀରର ଅଙ୍ଗ, ଲୁଗା, ବିମାନର ଭଗ୍ନାବଶେଷ ଇତ୍ୟାଦି ଉଦ୍ଧାର କରିଛନ୍ତି। ନୌସେନା ବିମାନର ବ୍ଲାକ୍ ବାକ୍ସ ପାଇଥିବା କହିଛି।

ଇଣ୍ଡୋନେସିଆର ପରିବହନ ମନ୍ତ୍ରୀ ବୁଦି କରୟା ସୁମାଦି କହିଛନ୍ତି ଯେ ବିମାନ ନମ୍ବର 'SJ182' ସ୍ଥାନୀୟ ସମୟ ଅପରାହ୍ନ ୨ଟା ୩୬ରୁ ଉଡ଼ାଣ ଭରିବା ଘଣ୍ଟାଏ ପରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ବିମାନଟି ପ୍ରଥମେ ଏୟାର ଟ୍ରାଫିକ ସହିତ ଯୋଗାଯୋଗ ହରାଇଥିଲା ପରେ ଚାରି ମିନିଟ ପରେ ରାଡାର ସହିତ ଯୋଗାଯୋଗ ହରାଇଥିଲା। ତେବେ ବିମାନଟି ଜାଭା ସମୁଦ୍ରରେ ଖସିପଡ଼ିଥିବା ସୁନିଶ୍ଚିତ କରାଇଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି। ନିଖୋଜ ଯାତ୍ରୀ ଏବଂ ବିମାନର କ୍ରିଉ ସଦସ୍ୟଙ୍କୁ ଖୋଜିବା ପାଇଁ ଏକ ଉଦ୍ଧାର କାରୀ ଟିମ୍ ଚେଷ୍ଟା ଜାରି ରଖିଛନ୍ତି।

ତେବେ ଏପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣା ପଡିନାହିଁ। ବର୍ତ୍ତମାନ ୧୦ଟି ନୌସେନା ଜାହାଜ ସର୍ଚ୍ଚ ଅପରେସନରେ ନିୟୋଜିତ ରହିଛନ୍ତି। ନିଖୋଜ ୬୨ ଜଣ ସମସ୍ତେ ଇଣ୍ଡୋନେସିଆର ନାଗରିକ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story