ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଆନ୍ଧ୍ର ବନ୍ଦ, ୨ ହଜାର ଆନ୍ଦୋଳନକାରୀ ଗିରଫ

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଶନିବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସ୍କୁଲ,କଲେଜ,ବଜାର,ସପିଂମଲ,ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ବିକ୍ଷୋଭକାରୀମାନେ ସରକାରୀ ଓ  ବେସରକାରୀ ବସ୍ ଚଳାଚଳ ବନ୍ଦ କରି ଦେଇଥିଲେ। ବନ୍ଦ ପାଳନ ବେଳେ  ଶ୍ରୀକାକୁଲମ, ପାଲାକୋଣ୍ଡା ଓ ତେକ୍କେଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପକ୍ଷରୁ ଏହି ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ୱାଇଏସଆର କଂଗ୍ରେସ ପାର୍ଟି, ସିପିଆଇ ଓ ସିପିଆଇ(ଏମ)ର ୨ […]

State-wide bandh on special category status to AP begins

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 10:30 AM IST

Sports

Latest News

State-wide bandh on special category status to AP beginsଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଶନିବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସ୍କୁଲ,କଲେଜ,ବଜାର,ସପିଂମଲ,ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ବିକ୍ଷୋଭକାରୀମାନେ ସରକାରୀ ଓ  ବେସରକାରୀ ବସ୍ ଚଳାଚଳ ବନ୍ଦ କରି ଦେଇଥିଲେ। ବନ୍ଦ ପାଳନ ବେଳେ  ଶ୍ରୀକାକୁଲମ, ପାଲାକୋଣ୍ଡା ଓ ତେକ୍କେଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପକ୍ଷରୁ ଏହି ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ୱାଇଏସଆର କଂଗ୍ରେସ ପାର୍ଟି, ସିପିଆଇ ଓ ସିପିଆଇ(ଏମ)ର ୨ ହଜାର ବିକ୍ଷୋଭକାରୀଙ୍କୁ ଗରିଫ କରିଛି ପୋଲିସ। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଥିବା ବେଳେ ଏହା ସଫଳ ହୋଇଛି ବୋଲି ବିଭିନ୍ନ ଦଳର ପ୍ରମୁଖ ନେତାମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story