କେଉଁ ରାଜ୍ୟରେ କିଏ ଆଗରେ, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ୫୪୨ ଲୋକସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ଏନ୍‌ଡିଏ ୩ଶହରୁ ଅଧିକ ଆସନରେ ଆଗରେ ରହିଛି। ସେହିପରି ୟୁପିଏ ୧୨୨ଟି ଆସନ୍‌ରେ ଲିଡ୍‌ କରୁଛି। ତେବେ ଦିନ ୧୧ଟା ସୁଦ୍ଧା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆସନ୍ତୁ ଜାଣିବା କିଏ କେଉଁଠି କେତେ ଆସନରେ ଆଗରେ ରହିଛି। ବିହାରର ୪୦ଟି ଆସନରୁ ବିଜେପି ୧୫ଟି ଆସନରେ ଆଗୁଆ ଥିବା ବେଳେ ସହଯୋଗୀ ଜେଡିୟୁ ୧୬ଟି, ଏଲଜେପି […]

yu

yu

Hemant Lenka
  • Published: Thursday, 23 May 2019
  • Updated: 23 May 2019, 11:56 AM IST

Sports

Latest News

ନୂଆଦିଲ୍ଲୀ: ୫୪୨ ଲୋକସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ଏନ୍‌ଡିଏ ୩ଶହରୁ ଅଧିକ ଆସନରେ ଆଗରେ ରହିଛି। ସେହିପରି ୟୁପିଏ ୧୨୨ଟି ଆସନ୍‌ରେ ଲିଡ୍‌ କରୁଛି। ତେବେ ଦିନ ୧୧ଟା ସୁଦ୍ଧା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆସନ୍ତୁ ଜାଣିବା କିଏ କେଉଁଠି କେତେ ଆସନରେ ଆଗରେ ରହିଛି।

ବିହାରର ୪୦ଟି ଆସନରୁ ବିଜେପି ୧୫ଟି ଆସନରେ ଆଗୁଆ ଥିବା ବେଳେ ସହଯୋଗୀ ଜେଡିୟୁ ୧୬ଟି, ଏଲଜେପି ୬ଟି ଓ ଆରଜେଡି ୧ଟି ଆସରେ ଆଗରେ ରହିଛି।

ଆଣ୍ଡାମାନ ନିକୋବରର ଏକମାତ୍ର ଆସନରେ ବିଜେପି ଆଗରେ ରହିଛି। ଆନ୍ଧ୍ରର ୨୫ଟି ଆସନରୁ ୱାଇଏସ୍‌ଆର କଂଗ୍ରେସ ୨୪ଟି ଓ ଟିଡିପି ଗୋଟିଏ ଆସନରେ ଆଗରେ ରହିଛି। ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନରେ ବିଜେପି ଆଗରେ ରହିଛି। ଆସାମର ୧୪ଟି ଆସନରୁ ବିଜେପି ୮ଟି, ଏଜିପି ୨, କଂଗ୍ରେସ ୧, ବିପିଏଫ୍‌ ୧, ଏଆଇୟୁଡିଏଫ୍‌ ୨ଟି ଆସନରେ ଆଗରେ ରହିଛି।

ଚଣ୍ଡିଗଡ଼ର ଗୋଟିଏ ମାତ୍ର ଆସନରେ ବିଜେପି ଲିଡ୍‌ କରୁଛି। ଛତିଶଗଡ଼ର ୧୧ଟି ଆସନରୁ ବିଜେପି ୯ଟି ଓ କଂଗ୍ରେସ ୨ଟି ଆସନରେ ଆଗରେ ରହିଛି।

ଦାଦ୍ରା ନଗର ହାବେଳିର ଏକମାତ୍ର ସିଟ୍‌ରେ ଆଇଏନ୍‌ଡି ଆଗରେ ରହିଛି। ଡାମନ ଡିୟୁରେ ଏକମାତ୍ର ସିଟ୍‌ରେ ବିଜେପି ଲିଡ୍‌ କରୁଛି। ଗୋଆର ୨ଟି ଆସନରୁ ବିଜେପି ଗୋଟିଏରେ ଓ କଂଗ୍ରେସ ଆସନରେ ଆଗରେ ରହୁଛି।

ଗୁଜରାଟରେ ବିଜେପି କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି। ଏଠାକର ୨୬ଟି ଯାକ ଆସନରେ ଦଳ ୨୬ଟିରେ ଲିଡ୍ କରୁଛି। ହରିଆଣାରେ ବି ବିଜେପି ୧୦ଟି ଯାକ ଆସନରେ ଆଗରେ ରହିଛି। ହିମାଚଳ ପ୍ରଦେଶର ୪ଟି ଯାକ ଆସନରେ ବିଜେପି ଲିଡ୍ କରୁଛି।

ଜମ୍ମୁ-କଶ୍ମୀରର ୬ଟି ଆସନରୁ ବିଜେପି ୨ଟି, କଂଗ୍ରେସ ଓ ଏନସି ୧ଟି ଲେଖାଏ ଆସନରେ ଲିଡ୍ କରୁଥିବା ବେଳେ ଆଇଏନଡି ୨ଟି ଆସନରେ ଆଗୁଆ ରହିଛି। ଝାରଖଣ୍ଡରେ ବିଜେପି ୧୧ଟି, କଂଗ୍ରେସ ୨ଟି ଓ ଏଜେଏସୟୁ ୧ଟି ଆସନରେ ଅଗ୍ରଣୀ ପାଇଛି। କର୍ଣ୍ଣାଟକାରେ ବିଜେପି ୨୩ଟି,ଆଇଏନ୍‌ଡି ୧, କଂଗ୍ରେସ ୩ ଓ ଜେଡିଏସ୍ ୧ଟି ଆସନରେ ଆଗରେ ରହିଛି।

କେରଳରେ କଂଗ୍ରେସ ୧୬, ଆୟୁଏମ୍‌ଏଲ୍‌ ୨, କେରଳ କଂଗ୍ରେସ ୧, ଆରଏସପି ୧ଟି ଆସନରେ ଆଗରେ ରହିଛନ୍ତି। ଲାକ୍ଷାଦ୍ୱୀପର ଗୋଟିଏ ଆସନରେ କଂଗ୍ରେସ ଆଗରେ ରହିଛି। ମଧ୍ୟପ୍ରଦେଶର ୨୯ଟି ଆସନରୁ ବିଜେପି ୨୮ଟି ଓ କଂଗ୍ରେସ ଗୋଟିଏ ଆସନ ଆଗରେ ରହିଛି। ମହାରାଷ୍ଟ୍ରରେ ୪୮ଟି ଆସନରୁ ବିଜେପି ୨୩, ଶିବସେନା ୧୯, ଏନ୍‌ସିପି ୫ ଓ ଆଇଏନଡି ୧ଟି ଆସନରେ ଆଗରେ ରହିଛି।

ମଣିପୁରର ୨ଟି ଆସନରୁ ବିଜେପି ୧ଟି ଓ ଏନ୍‌ଆରଏଫ୍‌ ୧ଟି ଆସନରେ ଆଗରେ ରହିଛି। ମେଘାଳୟର ୨ଟି ଆସନରୁ କଂଗ୍ରେସ ୧ଟି ଓ ଏନ୍‌ଆରଏଫ୍‌ ୧ଟି ଆସନରେ ଲିଡ୍‌ କରୁଛି। ମିଜୋରାମର ଗୋଟିଏ ଆସନରେ ଏମଏନ୍‌ଏଫ୍‌ ଆଗରେ ରହିଛି। ନାଗାଲ୍ୟାଣ୍ଡରେ ଏନଡିପିପି ଏକମାତ୍ର ଆସନରେ ଆଗରେ ରହିଛି।
ଦିଲ୍ଲୀର ୭ଟି ଯାକ ଆସନରେ ବିଜେପି ଆଗରେ ରହିଛି। ଓଡ଼ିଶାରେ ବିଜେପି ୭ଟି ଓ ବିଜେଡି ୧୨ଟି ଆସନରେ ଆଗୁଆ ରହିଛି। ପୁଡୁଚେରୀରେ କଂଗ୍ରେସ ଗୋଟିଏ ଆସନରେ ଲିଡ୍‌ କରୁଛି।

ପଞ୍ଜାବର ୧୩ଟି ଆସନରୁ କଂଗ୍ରେସ ୮ଟି, ସାଡ୍‌ ୨, ବିଜେପି ୨ ଓ ଆପ୍‌ ଗୋଟିଏ ଆସନରେ ଆଗରେ ରହିଛି। ରାଜସ୍ଥାନର ୨୫ଟି ଆସନରୁ ବିଜେପି ୨୪ଟି ଓ ଆରଏଲପି ଗୋଟିଏ ଆସନରେ ଲିଡ୍‌ କରୁଛି। ସିକ୍କିମର ଗୋଟିଏ ଆସନରେ ଆଞ୍ଚଳିକ ଦଳ ସିକ୍କିମ କ୍ରାନ୍ତି ମୋର୍ଚ୍ଚା ଆଗରେ ରହିଛି।

ତାମିଲନାଡୁର ୩୮ଟି ଆସନରୁ ଡିଏମକେ ୨୨ଟି, କଂଗ୍ରେସ ୮ଟି, ଏଆଇଏଡିଏମକେ ୧, ସିପିଆଇ ୨, ସିପିଏମ୍‌ ୨, ଆଇୟୁଏମଏଲ୍‌ ୨, ପିଏମକେ ୧ ଓ ଭିସିକେ ୧ଟି ଆସନରେ ଆଗୁଆ ରହିଛନ୍ତି।

ତେଲେଙ୍ଗାନର ୧୭ଟି ଆସନରୁ ଟିଆରଏସ୍‌ ୯, କଂଗ୍ରେସ ୩, ବିଜେପି ୪ ଓ ଏଆଇଏମଆଇଏମ ୧ଟି ଆସନରେ ଆଗରେ ରହିଛନ୍ତି। ଉତ୍ତର ପ୍ରଦେଶର ୮୦ଟି ଆସନରୁ ବିଜେପି ୫୭, ବିଏସ୍‌ପି ୧୨, ସପା ୮, କଂଗ୍ରେସ ୨, ଆପନା ଦଳ ଗୋଟିଏ ଆସନରେ ଆଗରେ ରହିଛି। ଉତ୍ତରାଖଣ୍ଡର ୫ଟି ଆସନରୁ ୫ଟି ଯାକରେ ଆଗରେ ରହିଛି। ପଶ୍ଚିମବଙ୍ଗର ୪୨ଟି ଆସନରୁ ଟିଏମସି ୨୪, ବିଜେପି ୧୭ ଓ କଂଗ୍ରେସ ୧ଟି ଆସନରେ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story