ଅନଲାଇନରେ ମଦ ବିକ୍ରି କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ କିଛି ରାଜ୍ୟରେ ମଦ ଦୋକାନ ଖୋଲିଥିବା ବେଳେ ଆଉ କିଛି ରାଜ୍ୟରେ ଏହା ବନ୍ଦ ରହିଛି। ଯେଉଁଠି ମଦ ଦୋକାନ ଖୋଲୁଛି, ସେଠାରେ ପ୍ରବଳ ଭିଡ଼ ହେଉଛି। ଭିଡ଼ ଯୋଗୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ମଦର ଅନଲାଇନ ବିକ୍ରି ଓ ହୋମ ଡେଲିଭରୀ ଭଳି ନୀତି ଆପଣାଇବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଲକଡାଉନ ବେଳେ ମଦ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଆବେଦନ କରି […]

re

re

Hemant Lenka
  • Published: Friday, 08 May 2020
  • Updated: 08 May 2020, 02:10 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ କିଛି ରାଜ୍ୟରେ ମଦ ଦୋକାନ ଖୋଲିଥିବା ବେଳେ ଆଉ କିଛି ରାଜ୍ୟରେ ଏହା ବନ୍ଦ ରହିଛି। ଯେଉଁଠି ମଦ ଦୋକାନ ଖୋଲୁଛି, ସେଠାରେ ପ୍ରବଳ ଭିଡ଼ ହେଉଛି। ଭିଡ଼ ଯୋଗୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ମଦର ଅନଲାଇନ ବିକ୍ରି ଓ ହୋମ ଡେଲିଭରୀ ଭଳି ନୀତି ଆପଣାଇବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ଲକଡାଉନ ବେଳେ ମଦ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଆବେଦନ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିବା ସହ ମଦ ବିକ୍ରି ଉପରେ ବ୍ୟାନ ଲଗାଇବାକୁ ମନା କରିଦେଇଛନ୍ତି। ଏହି ଜନସ୍ୱାର୍ଥ ମାମଲା ଖାରଜ କରିବା ବେଳେ ସୁପ୍ରିମକୋର୍ଟ କହିଛନ୍ତି, ମଦ ଦୋକାନ ଖୋଲିବାରୁ ପ୍ରବଳ ଭିଡ଼ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଏହାର ବିକ୍ରି ପାଇଁ ବିକଳ୍ପ ବ୍ୟବସ୍ଥା କରିପାରିବେ।

ଅନାଲାଇନରେ ମଦ ବିକ୍ରି କିମ୍ବା ହୋମ ଡେଲିଭରୀ ପାଇଁ ରାଜ୍ୟଗୁଡ଼ିକ ବିଚାର କରିବା ଦରକାର। ଏହାଦ୍ୱାରା ମଦ ଦୋକାନ ଆଗରେ ଆଉ ଭିଡ଼ ଜମିବ ନାହିଁ ବୋଲି କୋର୍ଟ କହିଛନ୍ତି।

ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଷ୍ଣନ କାଉଲ ଓ ଜଷ୍ଟିସ ବିଆର ଗାଭିଙ୍କ ଖଣ୍ଡପୀଠ ଭିଡିଓ କନଫରେନ୍ସଂ ଜରିଆରେ ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି, ଏହା ଏକ ନୀତିଗତ ନିଷ୍ପତ୍ତି। ଆମେ ଏହାକୁ ବଦଳାଇ ପାରିବୁ ନାହିଁ। ତେଣୁ ଆବେଦନକୁ ଆମେ ଖାରଜ କରୁଛୁ। ଆମେ କୌଣସି ଅର୍ଡର ପାସ କରୁନାହୁଁ। ହେଲେ ରାଜ୍ୟଗୁଡ଼ିକ ମଦର ପରୋକ୍ଷ ବିକ୍ରି ପାଇଁ ବ୍ୟବସ୍ଥା ଗ୍ରହଣ ଦିଗରେ ବିଚାର କରିବା ଦରକାର।

ସାମାଜିକ ଦୂରତା ନିୟମକୁ ପାଳନ କରିବା ପାଇଁ ରାଜ୍ୟଗୁଡ଼ିକ ଅନଲାଇନରେ ମଦ ବିକ୍ରି କିମ୍ବା ହୋମ ଡେଲିଭରୀ ଭଳି ବ୍ୟବସ୍ଥା ଉପରେ ଚିନ୍ତା କରିବା ଦରକାର ବୋଲି ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story