ଦିଲ୍ଲୀ ହିଂସା ପ୍ରସଙ୍ଗ: ଗର୍ଜିଲା ବ୍ରିଟେନ ସଂସଦ

ଲଣ୍ଡନ: ନିକଟରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାକୁ ନେଇ ବ୍ରିଟେନ ସଂସଦ ଚିନ୍ତା ପ୍ରକଟ କରିଛି। ଦିଲ୍ଲୀରେ ହୋଇଥିବା ହିଂସା ଘଟଣାକୁ ନେଇ ମୋଦୀ ସରକାରକୁ ଘେରିଛନ୍ତି ସେଠିକାର ସାଂସଦ। ବ୍ରିଟେନର ଶିଖ୍ ସାଂସଦ ତନମନଜିତ ସିଂହ ଏବଂ ପ୍ରୀତ ଗିଲ୍ କୌର ଦିଲ୍ଲୀ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀରେ ହୋଇଥିବା ହିଂସା ୩୫ ବର୍ଷ ପୂର୍ବରୁ ହୋଇଥିବା ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି ବୋଲି କହିଛନ୍ତି। ବ୍ରିଟେନର ସାଂସଦ ତନମନଜିତ ସିଂହ […]

briten parliament

briten parliament

Subhransu Sekhar
  • Published: Thursday, 05 March 2020
  • Updated: 05 March 2020, 06:11 PM IST

ଲଣ୍ଡନ: ନିକଟରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାକୁ ନେଇ ବ୍ରିଟେନ ସଂସଦ ଚିନ୍ତା ପ୍ରକଟ କରିଛି। ଦିଲ୍ଲୀରେ ହୋଇଥିବା ହିଂସା ଘଟଣାକୁ ନେଇ ମୋଦୀ ସରକାରକୁ ଘେରିଛନ୍ତି ସେଠିକାର ସାଂସଦ। ବ୍ରିଟେନର ଶିଖ୍ ସାଂସଦ ତନମନଜିତ ସିଂହ ଏବଂ ପ୍ରୀତ ଗିଲ୍ କୌର ଦିଲ୍ଲୀ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀରେ ହୋଇଥିବା ହିଂସା ୩୫ ବର୍ଷ ପୂର୍ବରୁ ହୋଇଥିବା ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି ବୋଲି କହିଛନ୍ତି।

ବ୍ରିଟେନର ସାଂସଦ ତନମନଜିତ ସିଂହ କହିଛନ୍ତି, ସେ ଭାରତରେ ପାଠ ପଢ଼ୁଥିବା ବେଳେ ଶିଖ ଦଙ୍ଗା ଘଟଣାର ସାକ୍ଷୀ ଥିଲେ। ଇତିହାସରୁ ଅନେକ କଥା ଶିଖିବାର ଅଛି। ଯେଉଁମାନେ ଭାରତରେ ଅଳ୍ପ ସଂଖ୍ୟକ ସେମାନଙ୍କ ପ୍ରତି ବିପଦ ରହିଛି। ମୋଦୀ ସରକାର ହିନ୍ଦୁତ୍ୱକୁ ନେଇ ସରକାର ଚଳାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାବାଦ୍ ଭାରତରେ ମୁସଲମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବାବଦେ ବ୍ରିଟେନ ସଂସଦ କଣ ଜବାବ ମାଗିଛି ସେ ପଚାରିଥିଲେ।

ସେହିପରି ବ୍ରିଟେନର ଏଡବେସ୍ଟନରୁ ନିର୍ବାଚିତ ହୋଇଥିବା ସାଂସଦ ପ୍ରୀତ୍ ଗିଲ କୌର କହିଛନ୍ତି, ଭାରତରେ ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର କି ପଦକ୍ଷେପ ନେଇଛନ୍ତି ସେ ବାବଦରେ ଜବାବ ମାଗିଛନ୍ତି।

ଲେବର ପାର୍ଟିର ଆଉ ଜଣେ ସାଂସଦ ଖାଲିଦ ମହମୁଦ ଦିଲ୍ଲୀ ହିଂସାକୁ ନେଇ ବ୍ରିଟେନ ସରକାରଙ୍କ ଜବାବ ମାଗିଛନ୍ତି। ନାଗରିକତା ସଂଶୋଧନ ଆଇନ୍ (ସିଏଏ) ପରେ ଏନଆରସି ଲାଗୁ ହେବା ପରେ ମୁସଲିମଙ୍କୁ ଅଟକ ଶିବିରରେ ରଖାଯିବ। ମୋଦୀ ସରକାର ଭାରତ ହିନ୍ଦୁଙ୍କୁ ନେଇ ନାରା ଦେଇ ସରକାର ଚଳାଉଛନ୍ତି। ଅନ୍ୟପଟେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ନାଇଜେଲ ଏଡମ୍ସ କହିଛନ୍ତି, ଭାରତରେ ଅବସ୍ଥାପିତ ହୋଇଥିବା ବ୍ରିଟେନ ରାଜଦୂତ ସମସ୍ତ ଘଟଣା ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ହିଂସାକୁ ନେଇ ବ୍ରିଟେନର ଶାସକ ଦଳ କନଜରଭେଟିଭ ପାର୍ଟିର ସାଂସଦ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story