ଜୋହାନସବର୍ଗ: ସୁଦାନ୍ ରାଷ୍ଟ୍ରପତି ଅମର ଉଲ୍ ବରୀଶ ଦେଶ ଛାଡି ଅନ୍ୟତ୍ର ଯିବାକୁ ଦକ୍ଷିଣ ଆଫ୍ରିକାର ଏକ ଅଦାଲତ ଅସ୍ଥାୟୀ ରୋକ ଲଗାଇଛନ୍ତି। ଏହାପୂର୍ବରୁ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ ଜୋହାସବର୍ଗରେ ଆୟୋଜିତ ସମ୍ମିଳନୀରେ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ପେଟ୍ରରିଆ ହାଇକୋର୍ଟ ଏକ ବୟାନରେ କହିଛନ୍ତି ଯେ, ଅଦାଲତ ଆଦେଶ ନ ଦେବା ପର୍ଯ୍ୟନ୍ତ ରାଷ୍ଟ୍ରପତି ବରୀଶ ଦେଶ ଛାଡି ଅନ୍ୟତ୍ର ଯାଇପାରିବେ ନାହିଁ।
ଦାରଫରୁ କ୍ଷେତ୍ରରେ ଚାଲିଥିବା ନରସଂହାର ଓ ମାନବିକତାର ହତ୍ୟାକୁ ନେଇ ବିଭିନ୍ନ ଆଡୁ ସମାଲୋଚିତ ହେଉଥିବା ବରୀଶ ଆଇସିସି ସଦସ୍ୟ ନ ଥିବା ଦେଶକୁ ଗସ୍ତ କରିଥାନ୍ତି। ଏହି ଆଦେଶ ସେତେବେଳେ ଦିଆଗଲା ଯେତେବେଳେ ଦକ୍ଷିଣ ଆଫ୍ରିକାର ଲିଟିକେଶନ୍ ସେଣ୍ଟର ପକ୍ଷରୁ ବରୀଶଙ୍କୁ ପ୍ରଶାସନ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଅଦାଲତରେ ଆବେଦନ କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।