କାବୁଲ ବିମାନବନ୍ଦରରେ ଆତ୍ମଘାତୀ ହମ୍‌ଲା: ୧୧ ମୃତ

କାବୁଲ୍‌: ଆଫଗାନିସ୍ତାନର ରାଜଧାନୀ କାବୁଲଠାରେ ଥିବା ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ପୁଲିସ୍‌ କର୍ମଚାରୀ ବୋଲି ଜଣାପଡ଼ିଛି। ନିର୍ବାସନ ଦଣ୍ଡ ପାଇଥିବା ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଅବଦୁଲ ରସିଦ୍‌ ଦୋସ୍ତୁମ ଆଜି ସ୍ୱଦେଶ ଫେରିବାର ଥିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସମର୍ଥକ ବିମାନବନ୍ଦରର ପ୍ରବେଶ ପଥରେ […]

_83048229_7531804a-dd77-42c5-81ca-37b53d3c75c8

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 09:49 PM IST

Sports

Latest News

କାବୁଲ୍‌: ଆଫଗାନିସ୍ତାନର ରାଜଧାନୀ କାବୁଲଠାରେ ଥିବା ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ପୁଲିସ୍‌ କର୍ମଚାରୀ ବୋଲି ଜଣାପଡ଼ିଛି। ନିର୍ବାସନ ଦଣ୍ଡ ପାଇଥିବା ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଅବଦୁଲ ରସିଦ୍‌ ଦୋସ୍ତୁମ ଆଜି ସ୍ୱଦେଶ ଫେରିବାର ଥିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସମର୍ଥକ ବିମାନବନ୍ଦରର ପ୍ରବେଶ ପଥରେ ଏକାଠି ହୋଇଥିଲେ। ତେବେ ଅବୁଦଲଙ୍କ କନଭୟ ବିମାନବନ୍ଦରରୁ ଚାଲି ଯିବା ପରେ ହିଁ ଆତ୍ମଘାତୀ ହମ୍‌ଲା ହୋଇଥିଲା। ଅବଦୁଲଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଏହି ବିସ୍ଫୋରଣରେ ଅଧିକାଂଶ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇ ଏଭଳି ବିସ୍ଫୋରଣ କରାଯାଇଥିବା କୁହାଯାଉଛି।  ପୁଲିସ୍‌ କର୍ମଚାରୀଙ୍କ ବ୍ୟତୀତ ସାଧାରଣ ଲୋକ ଏବଂ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଥିସହ ଏକାଧିକ ଗାଡ଼ି ଧ୍ୱଂସ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ମାନବାଧିକାର କ୍ଷୁଣ୍ଣ କରୁଥିବାରୁ ଅବଦୁଲଙ୍କୁ ନିର୍ବାସନ ଦଣ୍ଡ ମିଳିଥିଲା। ସେ ୨୦୧୭ ମେ ମାସରୁ ତୁର୍କୀରେ ରହୁଥିଲେ। ଆଜି ତୁର୍କୀରୁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ସେ ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ସେ ମାନବାଧିକାର ବିରୋଧରେ କାର୍ଯ୍ୟ କରୁଥିଲେ ହେଁ ତାଙ୍କୁ ସ୍ଵାଗତ ପାଇଁ ଶହଶହ ଲୋକ ଏକାଠି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସେହିଭଳି ଅବଦୁଲ ଆଖିରେ କଳା ଚଷମା ପିନ୍ଧି ରାଜକୀୟ ଷ୍ଟାଇଲ୍‌ରେ ଗାଡ଼ିରେ ବସି ଯାଉଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story