ଜାମିନ୍ ପ୍ରସଙ୍ଗରେ ବମ୍ୱେ ହାଇକୋର୍ଟଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବମ୍ୱେ ହାଇକୋର୍ଟ ନିଜ ଆଦେଶରେ 50ରୁ ଅଧିକ ପୃଷ୍ଠାର ରାୟ ଦେଇଛନ୍ତି। ହେଲେ ଅର୍ଣ୍ଣବ […]

ARNAV BOMBAY

ARNAV BOMBAY

Subhransu Sekhar
  • Published: Wednesday, 11 November 2020
  • Updated: 11 November 2020, 03:25 PM IST

Sports

Latest News

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି।

ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବମ୍ୱେ ହାଇକୋର୍ଟ ନିଜ ଆଦେଶରେ 50ରୁ ଅଧିକ ପୃଷ୍ଠାର ରାୟ ଦେଇଛନ୍ତି। ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଅପରାଧ କଣ ରହିଛି ଉଲ୍ଲେଖ କରି ନାହାନ୍ତି। ଯାହାକୁ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହପରି ଇଣ୍ଟେରିଅର ଡିଜାଇନରଙ୍କୁ ବକେୟା ନେଣ ଦେଣର ମାମଲା ରହିଛି ତାହେଲେ ଏହା କିଭଳି ଆତ୍ମହତ୍ୟା ପାଇଁ ଉସକାଗଲା ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ଟିପ୍ପଣୀ କରିଛନ୍ତି। ବମ୍ୱେ ହାଇକୋର୍ଟଙ୍କ ପାଖରେ ଜାମିନ୍ ଦେବାର ଅଧିକାର ରହିଛି, ଗୋସ୍ୱାମୀଙ୍କ ଅପରାଧ ଉଲ୍ଲେଖ ନକରି ଜାମିନ୍ ନଦେବା ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜାମିନ୍ ମାଗିବା ସମସ୍ତଙ୍କର ଅଧିକାର ବୋଲି କୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ସାଲଭେ କହିଛନ୍ତି। ହେଲେ ତାଙ୍କ କ୍ଲାଏଣ୍ଟଙ୍କୁ ବେଆଇନ୍ ବୋଲି ସିଜିଏମ୍ କହିସାରିଥିବା ବେଳେ ଜାମିନ୍ ମିଳୁନି ବୋଲି ସାଲଭେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମୃତକ ଏବଂ ଗୋସ୍ୱାମୀଙ୍କ ବିରୋଧରେ ସିଧାସଳଖ ସମ୍ପର୍କ ନାହିଁ। ତେଣୁ କାହିଁକି ଜାମିନ୍ ମିଳୁନି ବୋଲି ସାଲଭେ ଜଷ୍ଟିସ୍ ଡି ଚନ୍ଦ୍ରଚୁଡଙ୍କ ଆଗରେ କହିଛନ୍ତି।

https://twitter.com/LiveLawIndia/status/1326406470628413440

ଜଷ୍ଟିସ ଚନ୍ଦ୍ରଚୁଡ଼ ଏହି ସମୟରେ ମହାରାଷ୍ଟ୍ର ସରକାରଙ୍କ ଓକିଲ କପିଲ୍ ସିବଲଙ୍କୁ ପ୍ରଶ୍ନ କରିଛନ୍ତି ଯେ ଗୋସ୍ୱାମୀଙ୍କ ଦ୍ୱାରା ପ୍ରତ୍ୟକ୍ଷ ଉସକାଯାଉଛି କି ନାୟକ ଆତ୍ମହତ୍ୟା ମାମଲାରେ। ଜଷ୍ଟିସ ଚନ୍ଦ୍ରଚୁଡ଼ ପ୍ରଶ୍ନ କରିଛନ୍ତି ଯେ ଅନାଭେୟ ବକେୟା ମାମଲାରେ ଆତ୍ମହତ୍ୟା ମାମଲା ସଠିକ୍ ଭାବରେ ଦାୟର ହୋଇଛି କି?

https://twitter.com/LiveLawIndia/status/1326410729231163393?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1326411094722797568%7Ctwgr%5Eshare_3&ref_url=https%3A%2F%2Fwww.opindia.com%2F2020%2F11%2Farnab-goswami-supreme-court-plea-freudian-slips%2F

ଜଷ୍ଟିସ ଚନ୍ଦ୍ରଚୁଡ଼ ଆହୁରି କହିଛନ୍ତି ଯେ ଯଦି ଆଜି କୋର୍ଟ ଏଥିରେ ହସ୍ତକ୍ଷେପ ନକରନ୍ତି ତେବେ ଏହା ଅନ୍ୟାୟ ହେବ। ମହାରାଷ୍ଟ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ୍ ଅମିତ ଦେଶାଇ କିନ୍ତୁ କହୁ କହୁ କହିଛନ୍ତି ଯେ ଗୋସ୍ୱାମୀଙ୍କ ବିରୋଧରେ ମାମଲା ଆତ୍ମହତ୍ୟା ପାଇଁ ଉସକେଇବା କିମ୍ୱା ନାୟକଙ୍କ ଆତ୍ମହତ୍ୟାକୁ ନେଇ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story