ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: କହିଲେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହଁ, ହଟିଲା ବ୍ରିଟିଶ୍ ଶାସନକାଳର ଆଇନ

ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କକୁ ନେଇ ଲାଗି ରହିଥିବା ବହୁ ବାଦବିବାଦର ଆଜି ଅବସାନ ଘଟିଛି। ସୁପ୍ରିମକୋର୍ଟ ଏନେଇ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ। କୋର୍ଟଙ୍କ ଏହି ରାୟ ପରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଧାରା ୩୭୭ ହଟିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆଜିର ଏହି ଐତିହାସିକ ରାୟ ସମଲିଙ୍ଗୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି କୁହାଯାଉଛି। ସେହିପରି ସମଲିଙ୍ଗୀଙ୍କୁ […]

fff

fff

Tapas Behera
  • Published: Thursday, 06 September 2018
  • Updated: 06 September 2018, 09:29 AM IST

Sports

Latest News

ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କକୁ ନେଇ ଲାଗି ରହିଥିବା ବହୁ ବାଦବିବାଦର ଆଜି ଅବସାନ ଘଟିଛି। ସୁପ୍ରିମକୋର୍ଟ ଏନେଇ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ। କୋର୍ଟଙ୍କ ଏହି ରାୟ ପରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଧାରା ୩୭୭ ହଟିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଆଜିର ଏହି ଐତିହାସିକ ରାୟ ସମଲିଙ୍ଗୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି କୁହାଯାଉଛି।

ସେହିପରି ସମଲିଙ୍ଗୀଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ମିଳିପାରିଛି। କୋର୍ଟ କହିଛନ୍ତି ଯେ, ଏ ସଂପର୍କିତ ପୁରୁଣା ଆଇନ ଠିକ୍ ନଥିଲା। ଦୁଇ ବୟସ୍କ ସହମତିରେ ସଂପର୍କ ରଖିବା ଅପରାଧ ନୁହଁ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଧାରା ୩୭୭କୁ ଉଚ୍ଛେଦ ଏବଂ ସମଲିଙ୍ଗୀ ଯୌନ ସଂପର୍କକୁ ବୈଧ କରିବା ପାଇଁ ଦୀର୍ଘଦିନରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇ ଆସୁଥିଲା।

ସମଲିଙ୍ଗୀ ଯୌନ ସଂପର୍କ କୌଣସି ବ୍ୟତିକ୍ରମ ନୁହେଁ ବରଂ ଅନ୍ୟ ଏକ ମାଧ୍ୟମ ବୋଲି ସାମାଜିକ ଅନୁଷ୍ଠାନମାନେ ଦାବି କରିଆସୁଥିଲେ। ବିଟ୍ରିଶ ଶାସନ ଅମଳରୁ ପ୍ରଚଳିତ ପୁରୁଣା ଆଇନକୁ ପରିବର୍ତ୍ତନ ଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ ।

ତେବେ ୨୦୧୩ରେ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିଦେଇଥିଲେ। କୌଣସି ଆଇନକୁ ରଦ୍ଦ କରାଯିବ କି ନାହିଁ ତାହା ପାର୍ଲାମେଣ୍ଟର କାମ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିର୍ଣ୍ଣୟ ନେବାକୁ ସୁପ୍ରିମକୋର୍ଟଙ୍କ ବିଚାର ଉପରେ ଛାଡ଼ିଦେଇଥିଲେ। ପୂର୍ବରୁ ଆଇନର ବ୍ୟବସ୍ଥା ଅନୁଯାୟୀ ସମଲିଙ୍ଗୀ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ କିମ୍ବା ଜରିମାନାର ବ୍ୟବସ୍ଥା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story