ମହାରାଷ୍ଟ୍ର 'ନାଟକ'ର ରାୟ ଆସନ୍ତାକାଲି

ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୀତିକ ‘ନାଟକ’ର ଶୁଣାଣି ୧୦ଟା ୩୦ରେ ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଗତକାଲି ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିକୁ ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ ତଥ୍ୟ ଦେବାକୁ ସଲିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଫଡ଼ନାଭିସ, ଅଜିତ ପାଓ୍ୱାର ଏବଂ କେନ୍ଦ୍ରକୁ ନୋଟିସ କରିଛନ୍ତି ସର୍ବୋଚ୍ଚ କୋର୍ଟ। […]

supreme

supreme

Subhransu Sekhar
  • Published: Sunday, 24 November 2019
  • Updated: 24 November 2019, 01:35 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୀତିକ 'ନାଟକ'ର ଶୁଣାଣି ୧୦ଟା ୩୦ରେ ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଗତକାଲି ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିକୁ ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ ତଥ୍ୟ ଦେବାକୁ ସଲିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଫଡ଼ନାଭିସ, ଅଜିତ ପାଓ୍ୱାର ଏବଂ କେନ୍ଦ୍ରକୁ ନୋଟିସ କରିଛନ୍ତି ସର୍ବୋଚ୍ଚ କୋର୍ଟ।

ଶିବସେନାରୁ ପକ୍ଷରୁ ଆଇନଜୀବୀ କପିଲ ଶିବଲ ପକ୍ଷ ରଖି କହିଥିଲେ, ଆଜି ବିଜେପିକୁ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦିଆଯାଉ। ନଚେତ ଆସନ୍ତାକାଲି ଶିବସେନା-ଏନସିପି-କଂଗ୍ରେସକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ନିଜ ପଦର ଦୁରୂପଯୋଗ କରିଛନ୍ତି। ଆସ୍ଥା ଭୋଟ ନେଇ ରାଜ୍ୟପାଳ ଚିଠି ଦେଇଥିବାର ପ୍ରମାଣ ନାହିଁ। ଆସ୍ଥା ଭୋଟ୍ ବିଳମ୍ୱ ହେଲେ ଘୋଡ଼ା ବେପାର ହେବାର ଆଶଙ୍କା ରହିଛି ବୋଲି ବିରୋଧୀ ପକ୍ଷ ରଖି କହିଥିଲେ। ବିରୋଧୀଙ୍କ ପାଖରେ ୧୪୪ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ତିନି ଦଳ କୋର୍ଟରେ ପକ୍ଷ ରଖି କହିଥିଲେ।

ବିନା କ୍ୟାବିନେଟ ବୈଠକରେ ରାଷ୍ଟ୍ରପତି ଶାସନ ହଟାଯାଇଛି। ସକାଳ ୫ଟା ୧୭ରେ ରାଷ୍ଟ୍ରପତି ଶାସନ ହଟିବାର ତିନି ଘଣ୍ଟା ପରେ ଫଡ଼ନାଭିସ ଏବଂ ଅଜିତ ପାଓ୍ୱାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସରକାର ଗଢ଼ିବା ପାଇଁ ବିଜେପିକୁ ଆମନ୍ତ୍ରଣ କରିବାର କୌଣସି ପ୍ରମାଣ ନାହିଁ ବୋଲି ବିରୋଧୀ ପକ୍ଷ ରଖି ଖଣ୍ଡପୀଠଙ୍କ ଆଗରେ କହିଥିଲେ।

ସେହିପରି ବିଜେପିରୁ ପକ୍ଷ ରଖୁଥିବା ମୁକୁଲ ରୋହତଗୀ କହିଥିଲେ, ଆଜି ରବିବାର ଥିବା ବେଳେ କାହିଁକି ଏହି ଶୁଣାଣି ହେଉଛି। ରାଷ୍ଟ୍ରପତିଙ୍କର କିଛି କ୍ଷମତା ରହିଛି। ଯାହାକୁ ରାଜ୍ୟପାଳ ପାଳନ କରନ୍ତି। ଆସ୍ଥା ଭୋଟ କରିବା ପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟଙ୍କର କୌଣସି କ୍ଷମତା ନାହିଁ ବୋଲି ମୁକୁଲ ରୋହତଗୀ କହିଥିଲେ। ଫ୍ଲୋର ଟେଷ୍ଟ ପାଇଁ ୨ରୁ ୩  ଦିନ ସମୟ ଦେବାକୁ କହିଥିଲେ ରୋହତଗୀ। ଏହାପରେ ସୁପ୍ରିମକୋର୍ଟ ଆସନ୍ତାକାଲି ସୁଦ୍ଧା ଆବଶ୍ୟକ ତଥ୍ୟ ଦାଖଲ କରିବାକୁ ସଲିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ସକାଳେ ରାଜଭବନ ଯାଇ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିଥିଲା। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଏନସିପି ବିଧାୟକ ଅଜିତ ପାଓ୍ୱାର ଶପଥ ନେଇଥିଲେ। ତରବରିଆ ଭାବରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନା କରାଯାଇଛି। ଏହା ଅସାମ୍ୱିଧାନିକ ଦର୍ଶାଇ ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଶିବସେନା-ଏନସିପି-କଂଗ୍ରେସ। ମାମଲା ଗୁରୁତ୍ୱପୂର୍ଣ୍ଣ ଥିବାରୁ ରବିବାର ଆଜି ଛୁଟି ଦିନ ଥିଲେ ମଧ୍ୟ ଜଷ୍ଚିସ ଏନଭି ରମନ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story