ରିୟାଙ୍କ ପରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଦିଲ୍ଲୀଠାରୁ ପାଟନା ଯାଏ ହଟଚମଟ ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ଅଭିଯୋଗ କରି ଏଫଆଇଆର ଦାଏର ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଏହାର ଶୁଣାଣି କରିବା ପୂର୍ବରୁ ସୁଶାନ୍ତଙ୍କ ପରିବାର ମଧ୍ୟ ସର୍ବୋଚ୍ଚ ଅଦାଲତରେ ଏକ କ୍ୟାଭେଟ ଦାଏର କରିଛନ୍ତି। କ୍ୟାଭେଟର ଅର୍ଥ ସୁପ୍ରିମକୋର୍ଟ ରିୟାଙ୍କ ଆବେଦନ ଶୁଣାଣି କରିବା ବେଳେ ସୁଶାନ୍ତଙ୍କ ପରିବାର […]

ea

ea

Hemant Lenka
  • Published: Thursday, 30 July 2020
  • Updated: 30 July 2020, 02:20 PM IST

Sports

Latest News

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଦିଲ୍ଲୀଠାରୁ ପାଟନା ଯାଏ ହଟଚମଟ ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ଅଭିଯୋଗ କରି ଏଫଆଇଆର ଦାଏର ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମକୋର୍ଟ ଏହାର ଶୁଣାଣି କରିବା ପୂର୍ବରୁ ସୁଶାନ୍ତଙ୍କ ପରିବାର ମଧ୍ୟ ସର୍ବୋଚ୍ଚ ଅଦାଲତରେ ଏକ କ୍ୟାଭେଟ ଦାଏର କରିଛନ୍ତି। କ୍ୟାଭେଟର ଅର୍ଥ ସୁପ୍ରିମକୋର୍ଟ ରିୟାଙ୍କ ଆବେଦନ ଶୁଣାଣି କରିବା ବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କ ପକ୍ଷ ମଧ୍ୟ ଶୁଣିବେ।

ମଙ୍ଗଳବାର ରିୟାଙ୍କ ବିରୋଧରେ ଅଭିଯୋଗ ଆଣି ସୁଶାନ୍ତଙ୍କ ବାପା କେକେ ସିଂହ ବିହାରର ପାଟଣାରେ ଏତଲା ଦାଏର କରିଥିଲେ। ବିହାର ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ମାମଲାର ତଦନ୍ତ ବିହାର ବଦଳରେ ମୁମ୍ବାଇକୁ ସ୍ଥାନାନ୍ତର କରାଯାଉ।

ତେବେ ରିୟାଙ୍କ ଆବେଦନର ଶୁଣାଣି ପୂର୍ବରୁ ସୁଶାନ୍ତଙ୍କ ପରିବାର ଲୋକ ସୁପ୍ରିମକୋର୍ଟ ଯିବା ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି। ସୁଶାନ୍ତଙ୍କ ପରିବାର ପକ୍ଷରୁ ବରିଷ୍ଠ ଓକିଲ ବିକାଶ ସିଂହ ହିଁ ମାମଲା ପରିଚାଳନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story