ସୁଷମାଙ୍କ ପାଇଁ ବିବାହରେ ପରିଣତ ହୋଇଥିଲା କ୍ରସ୍‌ ବର୍ଡର ପ୍ରେମ

ନୂଆଦିଲ୍ଲୀ: ପାକିସ୍ତାନ ସହ ଭାରତର ସଂପର୍କ ସାପ ନେଉଳ ପରି। ପ୍ରତିଦିନ ସୀମାରେ କ୍ରସ ଫାୟାରିଂ ନେଇ ଖବର ଆସେ। ହେଲେ ଦୁଇ ଦେଶର ଶତ୍ରୁତା ମଧ୍ୟରେ ରାଜସ୍ଥାନ ଯୋଧପୁରର ଯୁବକ ନରେଶ ଏବଂ ପାକିସ୍ତାନ କରାଚିର ଯୁବତୀ ପ୍ରିୟାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ନଭେମ୍ୱର ୭ ତାଙ୍କ ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରିୟା ପାକିସ୍ତାନର ଝିଅ ହୋଇଥିବାରୁ ତାଙ୍କର ଭାରତକୁ ଆସିବାରେ […]

wedding

wedding

Subhransu Sekhar
  • Published: Wednesday, 07 August 2019
  • Updated: 07 August 2019, 11:23 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ସହ ଭାରତର ସଂପର୍କ ସାପ ନେଉଳ ପରି। ପ୍ରତିଦିନ ସୀମାରେ କ୍ରସ ଫାୟାରିଂ ନେଇ ଖବର ଆସେ। ହେଲେ ଦୁଇ ଦେଶର ଶତ୍ରୁତା ମଧ୍ୟରେ ରାଜସ୍ଥାନ ଯୋଧପୁରର ଯୁବକ ନରେଶ ଏବଂ ପାକିସ୍ତାନ କରାଚିର ଯୁବତୀ ପ୍ରିୟାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ନଭେମ୍ୱର ୭ ତାଙ୍କ ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା।

ହେଲେ ପ୍ରିୟା ପାକିସ୍ତାନର ଝିଅ ହୋଇଥିବାରୁ ତାଙ୍କର ଭାରତକୁ ଆସିବାରେ ସମସ୍ୟା ଥିଲା। ଭାରତୀୟ ଦୂତାବାସରେ ପ୍ରିୟାଙ୍କ ପରିବାର ଲୋକେ ଭିସା ପାଇଁ ଆବେଦନ କରିଥିଲେ ମଧ୍ୟ ଭିସା ମିଳିବାରେ ବିଳମ୍ୱ ହେଉଥିଲା। ଏମିତିକି ବାହାଘର ଘୁଞ୍ଚାଇବା ପାଇଁ ଝିଅ ଘରେ ନିଷ୍ପତ୍ତି ନେଇଥିଲେ।

ଏ ନେଇ ରାଜସ୍ଥାନର ନରେଶ ଟୁଇଟ କରି ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡ଼ିଥିଲେ। ଏହାପରେ ସୁଷମା ବାହାଘର ତାରିଖ ପୂର୍ବରୁ ଭାରତୀୟ ଦୂତାବାସ ସହିତ କଥା ହୋଇ ପ୍ରିୟା ଓ ତାଙ୍କ ପରିବାର ପାଇଁ ଭିସା କରାଇ ଦେଇଥିଲେ। ଏହାପରେ ବାହାଘର ତାରିଖର ଗୋଟିଏ ଦିନ ପୂର୍ବରୁ ପ୍ରିୟା ଓ ତାଙ୍କ ପରିବାର ଲୋକେ ରାଜସ୍ଥାନ ଯୋଧପୁରରେ ପହଞ୍ଚିଥିଲେ।

ସୁଷମା ସ୍ୱରାଜଙ୍କ ଏଭଳି ପ୍ରୟାସକୁ ସେତେବେଳେ ଉଭୟ ଭାରତ ଏବଂ ପାକିସ୍ତାନର ଲୋକେ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story