ହସପିଟାଲରେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି।  କଡନୀ ଫେଲ ଯୋଗୁଁ ତାଙ୍କର ଏମ୍ସରେ ଡାଇଲିସିସ ଚାଲୁ ରହିବା ସହ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯିବାର ଖବର ସେ ଆଜି ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଭଗବାନ କୃଷ୍ଣ ତାଙ୍କୁ ତୁରନ୍ତ ଆରୋଗ୍ୟ କରିବେ ବୋଲି ମଧ୍ୟ କହିଛନ୍ତି।  ଗତ ୭ ନଭେମ୍ବରରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ୬୪ ବର୍ଷୀୟା ସୁଷମା ଗତ ୨୦ବର୍ଷ ଧରି ମଧୁମେହ ରୋଗରେ ପିଡୀତ […]

sushma-swaraj

sushma-swaraj

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 04:16 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି।  କଡନୀ ଫେଲ ଯୋଗୁଁ ତାଙ୍କର ଏମ୍ସରେ ଡାଇଲିସିସ ଚାଲୁ ରହିବା ସହ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯିବାର ଖବର ସେ ଆଜି ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଭଗବାନ କୃଷ୍ଣ ତାଙ୍କୁ ତୁରନ୍ତ ଆରୋଗ୍ୟ କରିବେ ବୋଲି ମଧ୍ୟ କହିଛନ୍ତି।  ଗତ ୭ ନଭେମ୍ବରରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ଏମ୍ସରେ ଭର୍ତ୍ତି ହୋଇଥିଲେ।

୬୪ ବର୍ଷୀୟା ସୁଷମା ଗତ ୨୦ବର୍ଷ ଧରି ମଧୁମେହ ରୋଗରେ ପିଡୀତ ଅଛନ୍ତି। ପୂର୍ବରୁ ଏପ୍ରିଲ ମାସରେ ନିମୋନିଆ ଯୋଗୁଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story