ଦିଲ୍ଲୀ ହିଂସା: ଅଭିଯୁକ୍ତ ତାହିର ହୁସେନଙ୍କୁ ଗିରଫ କଲା ପୁଲିସ୍

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ସାମିଲ୍ ଥିବା ଅଭିଯୋଗରେ ନିଲମ୍ବିତ ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନଙ୍କୁ ଆଜି ପୁଲିସ ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ସରେଣ୍ଡର ପାଇଁ ତାହିର ଆସିଥିଲେ। କୋର୍ଟର ପାର୍କିଂ କରୁଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ପଛରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାହିରଙ୍କ ଘର ଛାତ ଉପରୁ ହିଂସାରେ ବ୍ୟବହୃତ […]

aap leader

aap leader

Subhransu Sekhar
  • Published: Thursday, 05 March 2020
  • Updated: 05 March 2020, 04:50 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ସାମିଲ୍ ଥିବା ଅଭିଯୋଗରେ ନିଲମ୍ବିତ ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନଙ୍କୁ ଆଜି ପୁଲିସ ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ସରେଣ୍ଡର ପାଇଁ ତାହିର ଆସିଥିଲେ। କୋର୍ଟର ପାର୍କିଂ କରୁଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ପଛରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ତାହିରଙ୍କ ଘର ଛାତ ଉପରୁ ହିଂସାରେ ବ୍ୟବହୃତ ହୋଇଥିବା ପଥର, ବୋମା ଆଦି ଥିବା ଦେଖିବାକୁ ମିଳିଥିଲା। ତାହିର ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରେ ତାହିର ନିଖୋଜ ଥିଲେ। ହେଲେ କୋର୍ଟରେ ଆଜି ସରେଣ୍ଡର କରିବାର ଥିଲା। କୋର୍ଟକୁ କିନ୍ତୁ ସେ ଆସିବା ପୂର୍ବରୁ ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ନାର୍କୋ ଟେଷ୍ଟ ପାଇଁ ସେ ରାଜି ଅଛନ୍ତି। କୋର୍ଟ କିନ୍ତୁ ସରେଣ୍ଡର କରିବାକୁ ନେଇ ଶୁଣାଣି କରିବାକୁ ମନା କରିବା ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି।

ଗିରଫ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାହିର କହିଥିଲେ, ସେ ତଦନ୍ତ ପାଇଁ ରାଜି ଅଛନ୍ତି। ତାଙ୍କ ଘର ସାମ୍ନାରେ ଏକ କ୍ୟାମେରା ଲାଗିଥିଲା, ତାହା ବି ହିଂସାର କ୍ଷତିଗ୍ରସ୍ତ ହୋଇଯାଇଛି। ଏହାବାଦ ତାଙ୍କ ଘର ହିଂସାରେ ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

ତେବେ ତାଙ୍କ ଘରୁ କାହିଁକି ହିଂସାକୁ ଉସକାଇବାରେ ବ୍ୟବହୃତ ହୋଇଥିବା ପଥର, ଏସିଡ୍ ଏବଂ ପେଟ୍ରୋଲ ବୋମା ମିଳିଲା ବୋଲି ପ୍ରଶ୍ନରେ ସେ କହିଛନ୍ତି, ଘଟଣା ୨୪ ଫେବୃଆରୀ ଦିନ ସେ ଓ ତାଙ୍କ ପରିବାର ଲୋକେ ପୁଲିସ ସହିତ ଘରୁ ପଳାଇ ଆସିଥିଲେ। କାରଣ ତାଙ୍କ ପ୍ରତି ବିପଦ ରହିଥିଲା। ଏହାପରେ ହିଂସାକାରୀ ତାଙ୍କ ଘରେ କଣ କରିଛନ୍ତି ଜାଣିନାହାନ୍ତି ବୋଲି ତାହିର ଗଣମାଧ୍ୟମକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story