ଚଳିତବର୍ଷ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେବ

ନୂଆଦିଲ୍ଲୀ: ଚଳିତବର୍ଷ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେବ। ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି। ଚଳିତବର୍ଷ ଦୀର୍ଘ ମିଆଦି ହାରାହାରି ବର୍ଷା ଅର୍ଥାତ ଏଲପିଏ ୧୦୬ ପ୍ରତିଶତ ପର୍ଯ୍ୟନ୍ତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଏଲଏସ୍‌ ରାଠୋର ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମରୁଡି ପ୍ରଭାବିତ ମରାଠୱାଡା ସମେତ ଦେଶର ଅଧିକାଂଶ ଭାଗରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ତେବେ ଉତ୍ତର ପୂର୍ବାଞ୍ଚଳ ଓ ଦକ୍ଷିଣ ପୂର୍ବାଞ୍ଚଳ ଖାସ୍‌ […]

rain

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 04:18 PM IST

ନୂଆଦିଲ୍ଲୀ: ଚଳିତବର୍ଷ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେବ। ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି। ଚଳିତବର୍ଷ ଦୀର୍ଘ ମିଆଦି ହାରାହାରି ବର୍ଷା ଅର୍ଥାତ ଏଲପିଏ ୧୦୬ ପ୍ରତିଶତ ପର୍ଯ୍ୟନ୍ତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଏଲଏସ୍‌ ରାଠୋର ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମରୁଡି ପ୍ରଭାବିତ ମରାଠୱାଡା ସମେତ ଦେଶର ଅଧିକାଂଶ ଭାଗରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ତେବେ ଉତ୍ତର ପୂର୍ବାଞ୍ଚଳ ଓ ଦକ୍ଷିଣ ପୂର୍ବାଞ୍ଚଳ ଖାସ୍‌ କରି ତାମିଲନାଡୁରେ ବର୍ଷାର ପରିମାଣ ସାମାନ୍ୟ କମ୍‌ କହିପାରେ ବୋଲି ପୂର୍ବାନୁମାନ କରାଯାଉଛି।”

Related story