ତବଲିଗି ଜମାତର ମୁଖ୍ୟ ମୌଲାନା ସାଦଙ୍କ ପୁଅକୁ ପୁଲିସର ଜେରା

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକଜ ମାମଲାରେ ଦିଲ୍ଲୀ ପୁଲିସର ଗିରଫଦାରୀରୁ ବର୍ତ୍ତିବା ପାଇଁ ମାସେରୁ ଅଧିକ ଦିନ ହେବ ଲୁଚିଛନ୍ତି ମୌଲାନା ସାଦ । ଏବେ ତାଙ୍କୁ ପୁଅକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରୁଛି। ମରକଜରେ ଯୋଗ ଦେଇଥିବା ୨୦ ମୁଖ୍ୟ ସଦସ୍ୟଙ୍କ ନା ଜାଣିବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଥିବା ଜଣାପଡ଼ିଛି। ନିଜାମୁଦ୍ଦିନ ମରକଜ ମାମଲାରେ ଅପରାଧିକ ମାମଲା ଦାୟର ହେବା ପରେ ଏହି ୨୦ ଜଣ ଫେରାର ରହିଛନ୍ତି। ପୁଲିସ ତବଲିଗୀ ଜମାତର ମୁଖ୍ୟ […]

TABLIGI JAMAT

TABLIGI JAMAT

Subhransu Sekhar
  • Published: Wednesday, 06 May 2020
  • Updated: 06 May 2020, 12:44 PM IST

Sports

Latest News

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକଜ ମାମଲାରେ ଦିଲ୍ଲୀ ପୁଲିସର ଗିରଫଦାରୀରୁ ବର୍ତ୍ତିବା ପାଇଁ ମାସେରୁ ଅଧିକ ଦିନ ହେବ ଲୁଚିଛନ୍ତି ମୌଲାନା ସାଦ । ଏବେ ତାଙ୍କୁ ପୁଅକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରୁଛି। ମରକଜରେ ଯୋଗ ଦେଇଥିବା ୨୦ ମୁଖ୍ୟ ସଦସ୍ୟଙ୍କ ନା ଜାଣିବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଥିବା ଜଣାପଡ଼ିଛି।

ନିଜାମୁଦ୍ଦିନ ମରକଜ ମାମଲାରେ ଅପରାଧିକ ମାମଲା ଦାୟର ହେବା ପରେ ଏହି ୨୦ ଜଣ ଫେରାର ରହିଛନ୍ତି। ପୁଲିସ ତବଲିଗୀ ଜମାତର ମୁଖ୍ୟ ମୌଲାନା ସାଦଙ୍କୁ ମଧ୍ୟ ଖୋଜୁଛି। ଏହି ସମସ୍ତଙ୍କୁ ପୁଲିସ ନୋଟିସ ପଠାଇଛି। ଏହା ପୂର୍ବରୁ ଦିଲ୍ଲୀ ପୁଲିସ ଗତ ମାସରେ ୟୁପିରେ ଥିବା ମୌଲାନା ସାଦଙ୍କ ଫାର୍ମ ହାଉସରେ ରେଡ୍ କରିଥିଲା।

https://twitter.com/ANI/status/1257908297497272321

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ରେ ଲକଡାଉନ୍ ଘୋଷଣା ହୋଇଥିଲା। ଏହି ସମୟରେ ଧାର୍ମିକ କାର୍ଯ୍ୟକ୍ରମ, ବିବାହ, ଜନସଭା ଆଦି ଉପରେ ରୋକ୍ ଲଗାଯାଇଥିଲା। ହେଲେ ନିଜାମୁଦ୍ଦିନରେ ତବଲିଗି ଜମାତର ସଦସ୍ୟମାନେ ମରକଜରେ ସାମିଲ୍ ହୋଇଥିଲେ। ଏହି ଧାର୍ମିକ ସମାବେଶରେ ଦେଶ ବିଦେଶରୁ ହଜାର ହଜାର ତବଲିଗି ସଦସ୍ୟ ଯୋଗ ଦେଇଥିଲେ। ଏହାପରେ ୬ ଜଣ ତବଲିଗି ସଦସ୍ୟଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଏମାନେ ସମସ୍ତେ ତେଲେଙ୍ଗାନର ଥିଲେ। ଏହାପରେ ଧାର୍ମିକ ସମାବେଶ ବାବଦରେ ସୂଚନା ମିଳିଥିଲା। ନିୟମ ଉଲ୍ଲଂଘନ ହୋଇଥିବାରୁ ତବଲିଗି ଜମାତର ମୁଖ୍ୟ ମୌଲାନା ସାଦକୁ ଦାୟୀ କରିଛି ଦିଲ୍ଲୀ ପୁଲିସ। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାଦଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରି ଅନେକ କିଛି ପ୍ରମାଣ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story