ଶାନ୍ତି ବଜାୟ ରଖିବାକୁ କର୍ଣ୍ଣାଟକ ଓ ତାମିଲନାଡୁକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: କାବେରୀ ଜଳ ବିବାଦକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ଶାନ୍ତି ରକ୍ଷା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ୍ କରି କହିଛନ୍ତି। ସେ କହିଛନ୍ତି,“ଦୁଇ ରାଜ୍ୟ ବସି ଏହି ବିବାଦକୁ ସମାଧାନ କରିପାରିବେ। ହିଂସାକାଣ୍ଡ ଦ୍ୱାରା କୌଣସି ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ। ଏହିପରି ବାତାବରଣ ଦେଶର ଭାବମୂର୍ତ୍ତି  ଉପରେ ପ୍ରଭାବ ପକାଏ।” କାବେରୀ ଜଳ ଆବଣ୍ଟନକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗତକାଲି ଆନ୍ଦୋଳନକାରୀମାନେ […]

modi-pm

modi-pm

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 01:59 PM IST

Sports

Latest News

ନୂଆଦିଲ୍ଲୀ: କାବେରୀ ଜଳ ବିବାଦକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ଶାନ୍ତି ରକ୍ଷା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ୍ କରି କହିଛନ୍ତି। ସେ କହିଛନ୍ତି,“ଦୁଇ ରାଜ୍ୟ ବସି ଏହି ବିବାଦକୁ ସମାଧାନ କରିପାରିବେ। ହିଂସାକାଣ୍ଡ ଦ୍ୱାରା କୌଣସି ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ। ଏହିପରି ବାତାବରଣ ଦେଶର ଭାବମୂର୍ତ୍ତି  ଉପରେ ପ୍ରଭାବ ପକାଏ।”

କାବେରୀ ଜଳ ଆବଣ୍ଟନକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗତକାଲି ଆନ୍ଦୋଳନକାରୀମାନେ କର୍ଣ୍ଣାଟକର ବିଭିନ୍ନ ସହରରେ ବ୍ୟାପକ ଭଙ୍ଗାରୁଜା, ଜଳାପୋଡ଼ା କରିବା ସହ ବେଙ୍ଗାଲୁରୁ ନିକଟରେ ଥିବା ଏକ ବସ୍‌ ଡିପୋକୁ ଜଳାଇ ଦେଇଥିଲେ। ବେଙ୍ଗାଲୁର ସ୍ଥିତିକୁ ଦୃଷ୍ଟିରେ ରଖି ୧୬ଟି ସ୍ଥାନରେ କର୍ଫ୍ୟୁ  ଜାରି କରାଯାଇଥିବା ବେଳେ ୧୫ ହଜାର ଯବାନ ମୁତୟନ କରାଯାଇଛି। କର୍ଣ୍ଣାଟକ ଓ  ତାମିଲନାଡୁ ମଧ୍ୟରେ ବସ୍‌ ସେବା ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story