ଟାଟାର ଏହି କାର ୧ ଲକ୍ଷ ବୁକିଂ ଅତିକ୍ରମ କଲା

ନୂଆଦିଲ୍ଲ:ଟାଟା ମୋଟର୍ସର ଘୋଷଣା। ଟାଟାର ଛୋଟ ହ୍ୟାଚ୍‌ବ୍ୟାକ କାର ‘ଟିଆଗୋ’ ଗ୍ରାହକଙ୍କୁ ବେଶ ଆକର୍ଷିତ  କରିଛି। ଗତ  ବର୍ଷ ଏପ୍ରିଲ ମାସରୁ ଏହି କାର ଲଞ୍ଚ ହୋଇଥିବା ବେଳେ ଅଦ୍ୟାବଧି ୧ ଲକ୍ଷରୁ ଅଧିକ ବୁକିଂ ହୋଇଥିବା ସୋମବାର ଟାଟା ମୋଟର୍ସ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀ ଏକ ସଙ୍ଗରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବିଶିଷ୍ଟ କାର ତିଆରି କରିଛି। ପେଟ୍ରୋଲ ଇଞ୍ଜିନ୍‌ ରିଭୋଟ୍ରନ୍‌ ୧.୨ ଲିଟିର  ବିଶିଷ୍ଟ ହୋଇଥିବା ବେଳେ ଡିଜେଲ ଇଞ୍ଜିନ୍‌ […]

tata-1

tata-1

Rakesh Mallick
  • Published: Monday, 03 July 2017
  • Updated: 03 July 2017, 04:57 PM IST

Sports

Latest News

ନୂଆଦିଲ୍ଲ:ଟାଟା ମୋଟର୍ସର ଘୋଷଣା। ଟାଟାର ଛୋଟ ହ୍ୟାଚ୍‌ବ୍ୟାକ କାର ‘ଟିଆଗୋ’ ଗ୍ରାହକଙ୍କୁ ବେଶ ଆକର୍ଷିତ  କରିଛି। ଗତ  ବର୍ଷ ଏପ୍ରିଲ ମାସରୁ ଏହି କାର ଲଞ୍ଚ ହୋଇଥିବା ବେଳେ ଅଦ୍ୟାବଧି ୧ ଲକ୍ଷରୁ ଅଧିକ ବୁକିଂ ହୋଇଥିବା ସୋମବାର ଟାଟା ମୋଟର୍ସ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀ ଏକ ସଙ୍ଗରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବିଶିଷ୍ଟ କାର ତିଆରି କରିଛି। ପେଟ୍ରୋଲ ଇଞ୍ଜିନ୍‌ ରିଭୋଟ୍ରନ୍‌ ୧.୨ ଲିଟିର  ବିଶିଷ୍ଟ ହୋଇଥିବା ବେଳେ ଡିଜେଲ ଇଞ୍ଜିନ୍‌ ରିଭୋଟର୍କ ୧.୦୫ ଲିଟର ବିଶିଷ୍ଟ ରହିଛି। ଏହି କାରର ମୂଲ୍ୟ (ରୋଡ଼ ପ୍ରାଇସକୁ ଛାଡ଼ି)୩.୪୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୬ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos