ଲକଡାଉନକୁ ୨୯ ଯାଏ ବଢ଼ାଇଲା ଏହି ରାଜ୍ୟ

ହାଇଦ୍ରାବାଦ: କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଚଳିତ ମାସ ୧୭ ତାରିଖ ଯାଏ ଲକଡାଉନ୍ ବୃଦ୍ଧି କରିଛନ୍ତି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତେଲେଙ୍ଗାନା ସରକାର ୨୯ ଯାଏ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଏହାବାଦ ପ୍ରତିଦିନ ସଂଧ୍ୟା ୭ଟାରେ କର୍ଫ୍ୟୁ ଲଗାଯିବ ବୋଲି ଜଣାପଡ଼ିଛି। ତେଣୁ ସଂଧ୍ୟା ୬ଟା ସୁଦ୍ଧା ସମସ୍ତ ଲୋକ ଜରୁରୀ ସାମଗ୍ରୀ କିଣି ଘରେ ପହଞ୍ଚିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି। ଏଥିସହ ଯେଉଁମାନେ ଲକଡାଉନକୁ […]

lockdown telengana

lockdown telengana

Subhransu Sekhar
  • Published: Wednesday, 06 May 2020
  • Updated: 06 May 2020, 07:53 AM IST

Sports

Latest News

ହାଇଦ୍ରାବାଦ: କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଚଳିତ ମାସ ୧୭ ତାରିଖ ଯାଏ ଲକଡାଉନ୍ ବୃଦ୍ଧି କରିଛନ୍ତି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତେଲେଙ୍ଗାନା ସରକାର ୨୯ ଯାଏ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଏହାବାଦ ପ୍ରତିଦିନ ସଂଧ୍ୟା ୭ଟାରେ କର୍ଫ୍ୟୁ ଲଗାଯିବ ବୋଲି ଜଣାପଡ଼ିଛି। ତେଣୁ ସଂଧ୍ୟା ୬ଟା ସୁଦ୍ଧା ସମସ୍ତ ଲୋକ ଜରୁରୀ ସାମଗ୍ରୀ କିଣି ଘରେ ପହଞ୍ଚିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି। ଏଥିସହ ଯେଉଁମାନେ ଲକଡାଉନକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସଂଧ୍ୟାରେ ଏକ ବୈଠକ କରିଥିଲେ। ଏହି ସମୟରେ ଲକଡାଉନ୍ ବାବଦରେ ନୂଆ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ୩ ତାରିଖରେ ଶେଷ ହୋଇଥିଲା। ହେଲେ କେସିଆର ରାଜ୍ୟରେ ଲକଡାଉନ ଅବଧିକୁ ୭ ତାରିଖ ଯାଏ ବୃଦ୍ଧି କରିଥିଲେ। ଏବେ ପୁଣିଥରେ କେନ୍ଦ୍ର ଲକଡାଉନ୍ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏହାପରେ ବି କେସିଆର ସରକାର ୨୯ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫କୁ ବୃଦ୍ଧି ପାଇଥିବା ବେଳେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ରାଜ୍ୟରେ ୩୧ଟି ଜିଲ୍ଲାରୁ ୨୧ଟି ଜିଲ୍ଲାରେ ଏଯାବତ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କଣ୍ଟେନମେଣ୍ଟ ଜୋନକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୨୨୦୦ଟି ମଦ ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story