ମୋଦିଙ୍କ ବିପକ୍ଷରେ ଆମ ଦଳ କ’ଣ ଲଢ଼ିପାରିବ, ପ୍ରଶ୍ନ କଲେ ତେଲେଙ୍ଗାନା କଂଗ୍ରେସ ବିଧାୟକ

ନାଲଗୋଣ୍ଡା: ତେଲେଙ୍ଗାନାରେ କଂଗ୍ରେସର ୧୨ ଜଣ ବିଧାୟକ ଟିଆରଏସ୍‌ରେ ମିଶିବାପରେ ଏହାକୁ ନେଇ ଜାତୀୟ ନେତୃତ୍ୱ ଚିନ୍ତାରେ ପଡ଼ିଥିବାବେଳେ ଏବେ ଜଣେ କଂଗ୍ରେସ ବିଧାୟକ ଦଳର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କୋମାତି ରେଡ୍ଡି ରାଜ୍‌ ଗୋପାଲ ରେଡ୍ଡି ନାମକ ଏହି ବିଧାୟକ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି ଭବିଷ୍ୟତରେ ତେଲେଙ୍ଗାନାରେ ପ୍ରବେଶ କରବାକୁ ଯୋଜନା କରିଛି। ଭାରତବାସୀ ସେମାନଙ୍କ ନିଷ୍ପତ୍ତି ନେବାର ସାମର୍ଥ୍ୟ ଦେଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ଜନାଦେଶ […]

telengana

telengana

Subrat Kumar Nayak
  • Published: Sunday, 16 June 2019
  • Updated: 16 June 2019, 04:47 PM IST

Sports

Latest News

ନାଲଗୋଣ୍ଡା: ତେଲେଙ୍ଗାନାରେ କଂଗ୍ରେସର ୧୨ ଜଣ ବିଧାୟକ ଟିଆରଏସ୍‌ରେ ମିଶିବାପରେ ଏହାକୁ ନେଇ ଜାତୀୟ ନେତୃତ୍ୱ ଚିନ୍ତାରେ ପଡ଼ିଥିବାବେଳେ ଏବେ ଜଣେ କଂଗ୍ରେସ ବିଧାୟକ ଦଳର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କୋମାତି ରେଡ୍ଡି ରାଜ୍‌ ଗୋପାଲ ରେଡ୍ଡି ନାମକ ଏହି ବିଧାୟକ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି ଭବିଷ୍ୟତରେ ତେଲେଙ୍ଗାନାରେ ପ୍ରବେଶ କରବାକୁ ଯୋଜନା କରିଛି।

ଭାରତବାସୀ ସେମାନଙ୍କ ନିଷ୍ପତ୍ତି ନେବାର ସାମର୍ଥ୍ୟ ଦେଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ଜନାଦେଶ ଦେଇଛନ୍ତି। ସେମାନଙ୍କ ପାଖରେ ଦୃଢ଼ ନେତୃତ୍ୱ ଅଛି ବୋଲି ଏସବୁ ସମ୍ଭବ ହୋଇପାରୁଛି। ସେହି ଦୃଷ୍ଟିରୁ ମୁଁ ଭାବୁଛି କଂଗ୍ରେସ ମୋଦିଙ୍କ ବିପକ୍ଷରେ ଲଢ଼ିବ ବା କେମିତି।

ସେ କହିଥିଲେ ସେ ବର୍ତ୍ତମାନ ବିଜେପି ଯିବା ନେଇ କିଛି ମଧ୍ୟ ନିଷ୍ପତ୍ତି ନେଇନାହାନ୍ତି। ଦଳର କର୍ମୀମାନଙ୍କ ସହ ଆଲୋଚନା କରିବା ପରେ ଯାଇ ଯାହା ନିଷ୍ପତ୍ତି ନେବେ। ସେ କହିଛନ୍ତି ପୂର୍ବରୁ ଦଳ ଛାଡ଼ିଥିବା ୧୨ ଜଣ ନେତୃତ୍ୱ ପ୍ରତି ବିମୁଖ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story