ଇଦ୍ ଅବସରେ ଗଦାଫି ଷ୍ଟାଡିୟମରେ ପ୍ରାର୍ଥନା କରି ପାରିଲାନି ଆତଙ୍କବାଦୀ ହାଫିଜ୍

ଇସଲାମାବାଦ: ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ହାଫିଜ ସୟିଦ ଇଦ୍-ଉଲ୍-ଫିତର ଅବସରରେ ଗଦାଫି ଷ୍ଟାଡିୟମରେ ପ୍ରାର୍ଥନା କରିପାରି ନାହିଁ। ଗତକାଲି ଏହି ଆତଙ୍କବାଦୀ ପାକିସ୍ତାନ ସ୍ଥିତ ଲାହୋରର ଜଉହର ସହରର ଗଦାଫି ଷ୍ଟାଡିୟମରେ ନାମଜ ପାଠର ନେତତ୍ୱ ନେବ ବୋଲି ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ସ୍ଥାନୀୟ ଅଧିକାରୀ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲେ।  ଯଦି ହାଫିଜ ଆଇନ ଉଲ୍ଲଂଘନ କରିବେ, ତା’ହେଲେ ତାଙ୍କୁ ଗିରଫ କରାଯିବ ବୋଲି କୁହାଯାଇଥିବା […]

hafiz

hafiz

Subhransu Sekhar
  • Published: Thursday, 06 June 2019
  • Updated: 06 June 2019, 01:51 PM IST

ଇସଲାମାବାଦ: ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ହାଫିଜ ସୟିଦ ଇଦ୍-ଉଲ୍-ଫିତର ଅବସରରେ ଗଦାଫି ଷ୍ଟାଡିୟମରେ ପ୍ରାର୍ଥନା କରିପାରି ନାହିଁ। ଗତକାଲି ଏହି ଆତଙ୍କବାଦୀ ପାକିସ୍ତାନ ସ୍ଥିତ ଲାହୋରର ଜଉହର ସହରର ଗଦାଫି ଷ୍ଟାଡିୟମରେ ନାମଜ ପାଠର ନେତତ୍ୱ ନେବ ବୋଲି ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ସ୍ଥାନୀୟ ଅଧିକାରୀ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲେ।  ଯଦି ହାଫିଜ ଆଇନ ଉଲ୍ଲଂଘନ କରିବେ, ତା’ହେଲେ ତାଙ୍କୁ ଗିରଫ କରାଯିବ ବୋଲି କୁହାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଇଦ୍-ଉଲ୍-ଫିତର ଅବସରରେ ଗଦାଫି ଷ୍ଟାଡିୟମରେ ନମାଜ ପାଠ କରିଥାଏ ହାଫିଜ୍।

ମଙ୍ଗଳବାର ଦିନ ପାକିସ୍ତାନ ସରକାର ଗଦାଫି ଷ୍ଟାଡିୟରେ ହାଫିଜ ପ୍ରାର୍ଥନା କରି ପାରିବନି ବୋଲି କହି ଦେଇଥିଲେ। ଏହାପରେ ଏକ ସ୍ଥାନୀୟ ମସଜିଦରେ ଆତଙ୍କବାଦୀ ହାଫିଜ ନମାଜ ପାଠ କରିଥିବା  ଜଣାପଡ଼ିଛି।

ନିକଟରେ ଜାତିସଂଘ ହାଫିଜ ସୟିଦକୁ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଏହାପରେ ପାକିସ୍ତାନ ବିଭିନ୍ନ ସରକାରୀ ପ୍ରସଙ୍ଗରେ ହାଫିଜକୁ ସମର୍ଥନ କରୁନଥିବା ଜଣାପଡ଼ିଛି। ହାଫିଜକୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତ ପ୍ରଥମେ ଜାତିସଂଘରେ ଅପିଲ୍ କରିଥିଲା। ଏହାକୁ ଚୀନ ଓ ପାକିସ୍ତାନ ବିରୋଧ କରିଥିଲେ ମଧ୍ୟ ଶେଷରେ ହାଫିଜ ସୟିଦ ଆତଙ୍କବାଦୀ ବୋଲି ଘୋଷିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story