ତିହାରରେ ନେତା ସାଜିଛି ଆତଙ୍କୀ ୟାସିନ ଭଟ୍ଟକଲ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନର ସଦସ୍ୟ ୟାସିନ୍‌ ଭଟ୍ଟକଲ ଏବେ ତିହାର ଜେଲ୍‌ରେ ବନ୍ଦୀମାନଙ୍କ ନେତା ସାଜିଛି। ୨୦୧୩ରେ ସେ ଗିରଫ ହେବା ପୂର୍ବରୁ କାଲିଫେଟ୍‌ ଗଠନ ପାଇଁ ଦାବି କରୁଥିଲା। ଏହି ଗିରଫଦାରୀର ୩ ବର୍ଷ ପରେ ତାକୁ ମୃତ୍ୟୁଦଣ୍ଡ ମିଳିଛି। ହେଲେ ଏବେ ସେ ଜେଲ୍‌ରେ କଏଦୀମାନେ କେମିତି ଭଲରେ ଜୀବନ ଅତିବାହିଁତ କରିବେ, ସେଥିପାଇଁ ଦାବି କରି ଆନ୍ଦୋଳନ ଚଳାଇଛି। ଜେଲ୍‌ରେ ଇଣ୍ଡକସନ୍‌ କୁକରର ବ୍ୟବହାର ପାଇଁ ସେ ଗତ […]

swee

swee

Hemant Lenka
  • Published: Friday, 26 April 2019
  • Updated: 26 April 2019, 05:51 PM IST

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନର ସଦସ୍ୟ ୟାସିନ୍‌ ଭଟ୍ଟକଲ ଏବେ ତିହାର ଜେଲ୍‌ରେ ବନ୍ଦୀମାନଙ୍କ ନେତା ସାଜିଛି। ୨୦୧୩ରେ ସେ ଗିରଫ ହେବା ପୂର୍ବରୁ କାଲିଫେଟ୍‌ ଗଠନ ପାଇଁ ଦାବି କରୁଥିଲା।

ଏହି ଗିରଫଦାରୀର ୩ ବର୍ଷ ପରେ ତାକୁ ମୃତ୍ୟୁଦଣ୍ଡ ମିଳିଛି। ହେଲେ ଏବେ ସେ ଜେଲ୍‌ରେ କଏଦୀମାନେ କେମିତି ଭଲରେ ଜୀବନ ଅତିବାହିଁତ କରିବେ, ସେଥିପାଇଁ ଦାବି କରି ଆନ୍ଦୋଳନ ଚଳାଇଛି। ଜେଲ୍‌ରେ ଇଣ୍ଡକସନ୍‌ କୁକରର ବ୍ୟବହାର ପାଇଁ ସେ ଗତ ସପ୍ତାହରେ ୨ ଦିନ ଅନଶନ କରିଥିଲା। ପୂର୍ବରୁ ଜେଲ୍‌ କର୍ତ୍ତୃପକ୍ଷ କେବଳ ଡିସେମ୍ବର ଏବଂ ପାରଦ ହ୍ରାସ ପାଇଲେ କଏଦୀମାନଙ୍କୁ ଗରମ ପାଣି ଓ କ୍ଷୀର ଗରମ କରିବାକୁ ଇଣ୍ଡକସନ୍‌ କୁକରର ବ୍ୟବହାର କରିବାକୁ ଅନୁମତି ଦେଉଥିଲେ।

ତେବେ କଏଦୀମାନେ ଏହି ଇଣ୍ଡକସନ୍‌ କୁକରରେ ନିଜ ଇଚ୍ଛାରେ ରୋଷେଇ କରୁଥିବା ଜଣାପଡ଼ିବା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏହା ବିରୋଧରେ ଭଟ୍ଟକଲ ଆନ୍ଦୋଳନ କରୁଥିଲା।

ଭଟ୍ଟକଲ ଜେଲ୍‌ରେ ରହି ଦିଲ୍ଲୀର ଗାଙ୍ଗଷ୍ଟର ରବି କପୁର ସହ ବନ୍ଧୁତା ମଧ୍ୟ କରିଛି। ଏବେ ଭଟ୍ଟକଲ ସହ କିଛି କଏଦୀ ମିଶି ଆନ୍ଦୋଳନ କରିବା ସହ ଅନଶନ କରିଥିଲେ। ତେବେ କିଛି ଦିନ ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ଭଟ୍ଟକଲ ଆନ୍ଦୋଳନ ଜାରି ରଖିଥିଲା। ଶେଷରେ ସେ ମଧ୍ୟ ଅନଶନ ବନ୍ଦ କରିଛି।

ଭଟ୍ଟକଲର ପୂରା ନାଁ ମହମ୍ମଦ ଅହମଦ ସିଦ୍ଦାବାପ୍ପା। ତା’ ଘର କର୍ଣ୍ଣାଟକାର ଭଟ୍ଟକଲ ଟାଉନ୍‌ରେ। ୨୦୧୬ରେ ତାକୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ହାଇଦ୍ରାବାଦ୍‌ର ଡିକସୁକ ନଗରରେ ଘଟିଥିବା ବିସ୍ଫୋରଣ ଘଟଣାରେ ଭଟ୍ଟକଲ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହିଁ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story