‘ଟ୍ରମ୍ପଙ୍କ ସହ ହାତ ମିଳାଇଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ’

ଓ୍ୱାଶିଂଟନ: ନିକଟରେ ଆମେରିକାରେ କନଜରଭେଟିଭ ପଲିଟିକାଲ ଆକ୍ସନ କନଫରେନ୍ସ (ସିପିଏସି) ଏକ ବୈଠକ କରିଥିଲା। ଏହି ବୈଠକରେ ଯୋଗ ଦେଇଥିବା ଜଣେ ପ୍ରମୁଖ ଅଧିକାରୀ କିଲର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ବୈଠକ ବେଳେ ଏହି ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ହାତ ମିଳାଇଥିଲେ। ଯାହାକୁ ନେଇ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି। ସିପିଏସି ଦ୍ୱାରା ଆୟୋଜିତ ଏହି ବୈଠକରେ ହଜାର ହଜାର ଲୋକ ସାମିଲ୍ ହୋଇଥିଲେ। ଫେବୃଆରୀ ୨୬-୨୯ […]

trump corona

trump corona

Subhransu Sekhar
  • Published: Sunday, 08 March 2020
  • Updated: 08 March 2020, 05:52 PM IST

Sports

Latest News

ଓ୍ୱାଶିଂଟନ: ନିକଟରେ ଆମେରିକାରେ କନଜରଭେଟିଭ ପଲିଟିକାଲ ଆକ୍ସନ କନଫରେନ୍ସ (ସିପିଏସି) ଏକ ବୈଠକ କରିଥିଲା। ଏହି ବୈଠକରେ ଯୋଗ ଦେଇଥିବା ଜଣେ ପ୍ରମୁଖ ଅଧିକାରୀ କିଲର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ବୈଠକ ବେଳେ ଏହି ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ହାତ ମିଳାଇଥିଲେ। ଯାହାକୁ ନେଇ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି।

ସିପିଏସି ଦ୍ୱାରା ଆୟୋଜିତ ଏହି ବୈଠକରେ ହଜାର ହଜାର ଲୋକ ସାମିଲ୍ ହୋଇଥିଲେ। ଫେବୃଆରୀ ୨୬-୨୯ ମଧ୍ୟରେ ଏହି ବୈଠକ ଓ୍ୱାଶିଂଟନରେ ହୋଇଥିଲା। ଆମେରିକା ରାଷ୍ଟ୍ରପତିଙ୍କ ବ୍ୟତୀତ ତାଙ୍କର କ୍ୟାବିନେଟ ମନ୍ତ୍ରୀ ଓ ହ୍ୱାଇଟ୍ ହାଉସର ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ।

କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କୁ ନ୍ୟୁଜର୍ସୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିପିଏସି ଟୁଇଟ୍ କରି କହିଛି, ଆକ୍ରାନ୍ତ ବ୍ୟକ୍ତି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସହ ବୈଠକ ବେଳେ ସାକ୍ଷାତ କରିନଥିଲେ। ତେବେ ଆମେରିକାର ପ୍ରମୁଖ ଖବରକାଗଜ ଓ୍ୱାଶିଂଟନ ପୋଷ୍ଟ କହିଛି ଯେ, ବୈଠକର ଅନ୍ତିମ ଦିନରେ ଆକ୍ରାନ୍ତ ବ୍ୟକ୍ତି ଟ୍ରମ୍ପଙ୍କ ସହ ହାତ ମିଳାଇଥିଲେ।

ହ୍ୱାଇଟ୍ ହାଉସରେ କରୋନା ପହଞ୍ଚୁଥିବା ନେଇ ଗଣମାଧ୍ୟମ ପ୍ରଶ୍ନ ପଚରାଯିବାରୁ ଟ୍ରମ୍ପ କହିଛନ୍ତି, ମୁଁ ଚିନ୍ତିତ ନୁହେଁ। ସେ କହିଛନ୍ତି ଯେ କରୋନା ଭାଇରସ ବ୍ୟାପିଲେ ମଧ୍ୟ ତାଙ୍କ ନିର୍ବାଚନ ପ୍ରଚାର ରାଲି ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story