ୱାଶିଂଟନ୍: ଆମେରିକାର ଆଇଟି ଇଞ୍ଜିନିୟର ପଲ୍ କ୍ଲିଂଗର ବିଶ୍ୱର ସବୁଠୁ ଛୋଟ ଲ୍ୟାପ୍ଟପ୍ ତିଆରି କରିଛନ୍ତି। ଏହି ଲ୍ୟାପ୍ଟପ୍ର ସ୍କ୍ରିନି ମାତ୍ର ଏକ ଇଞ୍ଚ୍ର ଯେଉଁଥିରେ ୦.୯୬ର ଡିସ୍ପ୍ଲେ ରହିଛି। ପଲ୍ଙ୍କୁ ଏହି ଲ୍ୟାପ୍ଟପ୍କୁ ତିଆରି କରିବା ପାଇଁ ସାତ ଦିନ ଲାଗିଥିଲା। ଏହାକୁ ତିଆରି କରିବା ପାଇଁ ପ୍ରାୟ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ଲ୍ୟାପ୍ଟପ୍ଟି ଆଇବିଏମ୍ ଥିଙ୍କପ୍ୟାଡ୍ର ଛୋଟ ଭର୍ସନ।
ଏହି ଛୋଟିଆ ଲ୍ୟାପ୍ଟପ୍ରେ ଥିଙ୍କପ୍ୟାଡ୍ ପରି କିପ୍ୟାଡ୍ ମଝିରେ ଲାଲ୍ ରଙ୍ଗର କର୍ସର କଣ୍ଟ୍ରୋଲର୍ ମଧ୍ୟ ଦିଆଯାଇଛି। ଏଥିରେ 300mahର ବ୍ୟାଟେରୀ ରହିଛି, ଯାହାକୁ ଚାର୍ଜ ମଧ୍ୟ କରିହେବ। ଖାସ୍ କଥା ହେଉଛି, ଏଥିରେ ୟୁଜର ଗେମ୍ ମଧ୍ୟ ଖେଳିପାରିବେ। ଏହି ଲ୍ୟାପଟିପ୍ଟିର ନାଁ ହେଉଛି ‘ଥିଙ୍କଟାଇନି’।
‘ଥିଙ୍କଟାଇନି’ରେ ୧୪-ପିନ୍ ଏଟି ଟିନି ୧୬୧୪ ମାଇକ୍ରୋକଣ୍ଟ୍ରୋଲର୍ ରହିଛି, ଯାହା କି ଏକ ଛୋଟ ୧୨୮×୬୪ ପିକ୍ସେଲ ଓଏଲ୍ଇଡି ସହ ଜଡ଼ିତ। ଏଥିରେ ୭ ଲାଇନ୍ ବିଶିଷ୍ଟ ବୋର୍ଡ ରହିଛି। ଲ୍ୟାପ୍ଟପ୍ଟିର ମୂଲ୍ୟ ରହିଛି ମାତ୍ର ୬ ହଜାର ଟଙ୍କା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।