ନକ୍ସଲ ଆକ୍ରମଣ: ଓଡ଼ିଆ କ୍ୟାମେରାମ୍ୟାନ୍‌ ଓ ଦୁଇ ଯବାନ ମୃତ

ଦାନ୍ତେୱାଡା: ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅରନାପୁର ଜିଲ୍ଲାରେ ଘଟିଛି। ନକ୍ସଲ୍‌ମାନେ ନ୍ୟୁଜ୍‌ ଚ୍ୟାନେଲ୍‌ର ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ମୃତ କ୍ୟାମେରା ମ୍ୟାନ୍‌ ହେଲେ ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଲୋଇସିଂହାରେ ବୋଲି ଜଣାପଡ଼ିଛି। ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୂରଦର୍ଶନର କର୍ମକର୍ତ୍ତାମାନଙ୍କ ଉପରେ ନକ୍ସଲମାନେ […]

1

1

Jitendra Garnayak
  • Published: Tuesday, 30 October 2018
  • Updated: 30 October 2018, 02:36 PM IST

Sports

Latest News

ଦାନ୍ତେୱାଡା: ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅରନାପୁର ଜିଲ୍ଲାରେ ଘଟିଛି। ନକ୍ସଲ୍‌ମାନେ ନ୍ୟୁଜ୍‌ ଚ୍ୟାନେଲ୍‌ର ଟିମ୍‌ ଉପରକୁ ଆକ୍ରମଣ କରିଥିଲେ।

ମୃତ କ୍ୟାମେରା ମ୍ୟାନ୍‌ ହେଲେ ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଲୋଇସିଂହାରେ ବୋଲି ଜଣାପଡ଼ିଛି।

ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୂରଦର୍ଶନର କର୍ମକର୍ତ୍ତାମାନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ।

deadbodyସୂଚନାଯୋଗ୍ୟ, ଦୁଇଦିନ ତଳେ ନିର୍ବାଚନ ପାଇଁ ନିୟୋଜିତ ଏକ ବୁଲେଟ୍‌ ପ୍ରୁଫ୍‌ ବଙ୍କର (ବିପିବି) ଗାଡ଼ିକୁ ନକ୍ସଲମାନେ ବିଜାପୁର ଜିଲ୍ଲାରେ ଉଡାଇ ଦେଇଥିଲେ। ଏଥିରେ ୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।

ନଭେମ୍ବର ୧୨ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ରମଣ ସିଂହ ସୁକମା ଜିଲ୍ଲାରେ ବିଜେପିର କ୍ୟାମ୍ପେନ୍‌ ଶୁଭାରମ୍ଭ କରିବା ଦିନ ହିଁ ନକ୍ସଲମାନେ ବିଜାପୁରରେ ଏହି ବିସ୍ଫୋରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story