ପାକିସ୍ତାନର ୫ଷ୍ଟାର ହୋଟେଲରେ ପଶିଲେ ୩ ଆତଙ୍କୀ

ଗ୍ୱାଦର: ପାକିସ୍ତାନର ଗ୍ୱାଦର ସହରରେ ଥିବା ଏକ ପଞ୍ଚତାରକା ହୋଟେଲରେ ୩ ଜଣ ଆତଙ୍କୀ ପଶିଥିବାର ସୂଚନା ମିଳିଛି। ବର୍ତ୍ତମାନ ସୁରକ୍ଷା କର୍ମୀ ଏହି ହୋଟେଲକୁ ଘେରି ରହିଥିବାବେଳେ ଶେଷ ଖବର ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚାଇନା ପକ୍ଷରୁ ବୃହତ୍‌ ପରିମାଣର ନିବେଶରେ ଚାଲୁ ରହିଥିବା ଭିତ୍ତିଭୂମି ପ୍ରକଳ୍ପର ପ୍ରମୁଖ ସ୍ଥାନରେ ଏହି ଆକ୍ରମଣ ହୋଇଥିବାରୁ ପାକିସ୍ତାନ ସରକାରଙ୍କ ନିଦ ହଜି ଯାଇଛି। ହୋଟେଲର ପ୍ରବେଶ ଦ୍ୱାର ପାଖରେ ହିଁ ଜଣେ ସୁରକ୍ଷା […]

pakistan-hotel

pakistan-hotel

Subrat Kumar Nayak
  • Published: Saturday, 11 May 2019
  • Updated: 11 May 2019, 10:04 PM IST

Sports

Latest News

ଗ୍ୱାଦର: ପାକିସ୍ତାନର ଗ୍ୱାଦର ସହରରେ ଥିବା ଏକ ପଞ୍ଚତାରକା ହୋଟେଲରେ ୩ ଜଣ ଆତଙ୍କୀ ପଶିଥିବାର ସୂଚନା ମିଳିଛି। ବର୍ତ୍ତମାନ ସୁରକ୍ଷା କର୍ମୀ ଏହି ହୋଟେଲକୁ ଘେରି ରହିଥିବାବେଳେ ଶେଷ ଖବର ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚାଇନା ପକ୍ଷରୁ ବୃହତ୍‌ ପରିମାଣର ନିବେଶରେ ଚାଲୁ ରହିଥିବା ଭିତ୍ତିଭୂମି ପ୍ରକଳ୍ପର ପ୍ରମୁଖ ସ୍ଥାନରେ ଏହି ଆକ୍ରମଣ ହୋଇଥିବାରୁ ପାକିସ୍ତାନ ସରକାରଙ୍କ ନିଦ ହଜି ଯାଇଛି। ହୋଟେଲର ପ୍ରବେଶ ଦ୍ୱାର ପାଖରେ ହିଁ ଜଣେ ସୁରକ୍ଷା କର୍ମୀଙ୍କୁ ଆତଙ୍କୀ ହତ୍ୟା କରିଛନ୍ତି।

ସେନାର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ, ସୁରକ୍ଷା କର୍ମୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଅତିଥିମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଉଛି। ଆତଙ୍କୀମାନଙ୍କୁ ସବା ଉପର ମହଲା ପାଖ ଛାତରେ ସୁରକ୍ଷା କର୍ମୀ ଘେରି ରହିଛନ୍ତି। ଏଥିରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି।

ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଂଗଠନ ଏଯାଏ ନିଜକୁ ଦାୟୀ କରିନାହାନ୍ତି। ପର୍ଲ କଣ୍ଟିନେଣ୍ଟାଲ ନାମକ ଏହି ହୋଟେଲ ଥିବା ଗ୍ୱାଦର ସହର ପୂର୍ବରୁ ଏକ ଛୋଟ ଗାଁ ଥିଲା। ବିଦେଶୀ ଏବଂ ପାକିସ୍ତାନୀ ବ୍ୟବସାୟୀ ତଥା କୂଟନୀତିଜ୍ଞମାନେ ଏହି ସହରକୁ ଆସିଲେ ପର୍ଲ କଣ୍ଟିନେଣ୍ଟାଲରେ ହିଁ ରୁହନ୍ତି।

ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡର (ସିପେକ୍‌) ଅଧୀନରେ ଏଠାରେ ଗ୍ୱାଦର ବନ୍ଦରର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି, ଯାହାକି ଆରବ ସାଗର ଦେଇ ଚାଇନାର ସହର ସିନ୍‌ଜିଆଙ୍ଗକୁ ଯୋଡ଼ିବ। କିନ୍ତୁ ଏହି ଅଞ୍ଚଳର ବାସିନ୍ଦାମାନେ ଆରମ୍ଭରୁ ହିଁ ଅଭିଯୋଗ କରି ଆସୁଛନ୍ତି ଯେ ଏଠାରେ ଥିବା ପ୍ରାକୃତିକ ସମ୍ପଦରୁ ସେମାନେ କିଛି ଲାଭ ପାଉନାହାନ୍ତି। ପାକିସ୍ତାନର ଅନ୍ୟ ପ୍ରଦେଶ ଲୋକଙ୍କ ପରେ ଏବେ ଚାଇନାକୁ ଏଥିରୁ ଫାଇଦା ଦିଆଯିବାକୁ ସେମାନେ ବିରୋଧ କରୁଛନ୍ତି। ଏହି ବିରୋଧ ବେଶ୍‌ କିଛି ବର୍ଷ ଧରି ଏଠାରେ ଚାଲିଆସିଛି।ଏହାକୁ ଦମନ କରିବା ପାଇଁ ପାକିସ୍ତାନୀ ସେନାର ନାନା ପ୍ରୟାସ ସତ୍ତ୍ୱେ ଜଣ ଅସନ୍ତୋଷ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story