ଟିକ୍‌ଟକ୍‌ ସେଲେବ୍ରିଟିଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ଅପରାଧୀ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆ ଫ୍ଲାଟଫର୍ମ ଟିକ୍‌ଟକ୍‌ ଜରିଆରେ ରାତାରାତି ସେଲେବ୍ରିଟି ବନି ଯାଇଥିବା ଦିଲ୍ଲୀର ମୋହିତ ମୋରଙ୍କୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାକାରୀଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି। ୨୪ ବର୍ଷୀୟ ମୋହିତ ଜଣେ ଜିମ୍‌ ଟ୍ରେନର। ସେ ଏକାଧିକ ଭିଡିଓ ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମରେ ଛାଡ଼ନ୍ତି। ଏହି ଟିକ୍‌ଟକ୍‌ ଆପ୍ସରେ ତାଙ୍କର ୫ ଲକ୍ଷ ଅନୁଗାମୀ ରହିଛନ୍ତି। ମଙ୍ଗଳବାର ସନ୍ଧ୍ୟା ୫ଟାରେ ମୋହିତ ନଜଫଗଡ଼ ଠାରେ ଥିବା ଏକ ଫଟୋକପି ଦୋକାନରେ […]

y

y

Hemant Lenka
  • Published: Wednesday, 22 May 2019
  • Updated: 22 May 2019, 05:08 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆ ଫ୍ଲାଟଫର୍ମ ଟିକ୍‌ଟକ୍‌ ଜରିଆରେ ରାତାରାତି ସେଲେବ୍ରିଟି ବନି ଯାଇଥିବା ଦିଲ୍ଲୀର ମୋହିତ ମୋରଙ୍କୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାକାରୀଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି। ୨୪ ବର୍ଷୀୟ ମୋହିତ ଜଣେ ଜିମ୍‌ ଟ୍ରେନର। ସେ ଏକାଧିକ ଭିଡିଓ ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମରେ ଛାଡ଼ନ୍ତି। ଏହି ଟିକ୍‌ଟକ୍‌ ଆପ୍ସରେ ତାଙ୍କର ୫ ଲକ୍ଷ ଅନୁଗାମୀ ରହିଛନ୍ତି।

ମଙ୍ଗଳବାର ସନ୍ଧ୍ୟା ୫ଟାରେ ମୋହିତ ନଜଫଗଡ଼ ଠାରେ ଥିବା ଏକ ଫଟୋକପି ଦୋକାନରେ ବସିଥିଲେ। ଏହି ସମୟରେ ୩ ଜଣ ଅଜଣା ଦୁର୍ବୃତ୍ତ ବାଇକ୍‌ରେ ଆସି ଦୋକାନା ନିକଟରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗକୁ ଦୁର୍ବୃତ୍ତମାନେ ମୋହିତଙ୍କ ଉପରକୁ ୧୩ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ହିଁ ମୋହିତଙ୍କ ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତମାନେ ଘଟଣା ପରେ ଫେରାର ହେଉଥିବା ବେଳେ ସେଠାରେ ଲାଗିଥିବା ସିସିଟିଭିରେ ସେମାନଙ୍କ ଚେହେରା କ୍ୟାପଚର୍‌ ହୋଇଛି।

ତେବେ ଏମାନଙ୍କ ମଧ୍ୟରୁ ଦୁଇ ଜଣ ହେଲମେଟ୍‌ ପିନ୍ଧିଥିବା ବେଳେ ଅନ୍ୟ ଜଣଙ୍କ ମୁହଁ କ୍ୟାମେରାରେ କଏଦ ହୋଇଛି। ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story