ଭିଡିଓ ପ୍ରମାଣ ସହ ଶାହଙ୍କୁ ମିଛୁଆ କହିଲା ଟିଏମସି

ନୂଆଦିଲ୍ଲୀ: ମଙ୍ଗଳବାର କୋଲକାତାରେ ସଂଘଟିତ ହିଂସାକାଣ୍ଡ ସମ୍ପର୍କରେ ବିଜେପି ସଭାପତି ଅମିତ ଶାହ ମିଛ କହୁଥିବା ଆଜି ଭିଡିଓ ପ୍ରମାଣ ସହ ଟିଏମସି ସର୍ବସମ୍ମୁଖରେ ଉପସ୍ଥାପନ କରିଛି। ବିଜେପିର ଗୁଣ୍ଡାମାନେ ହିଁ ପ୍ରଖ୍ୟାତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଥିଲେ ବୋଲି ଟିଏମସି ସାଂସଦ ଡେରେକ୍ ଓବ୍ରାଇନ୍ ଭିଡିଓ ପ୍ରମାଣ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି, “ଗତକାଲିର ଘଟଣାକୁ ନେଇ ସମଗ୍ର ବେଙ୍ଗଲ ସ୍ତବ୍ଧ ହୋଇଯାଇଛି। ଲୋକଙ୍କ ମନରେ କ୍ରୋଧର ନିଆଁ ଜଳୁଛି। ଗତକାଲିର ଘଟଣା […]

sawa

sawa

Hemant Lenka
  • Published: Wednesday, 15 May 2019
  • Updated: 15 May 2019, 06:41 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର କୋଲକାତାରେ ସଂଘଟିତ ହିଂସାକାଣ୍ଡ ସମ୍ପର୍କରେ ବିଜେପି ସଭାପତି ଅମିତ ଶାହ ମିଛ କହୁଥିବା ଆଜି ଭିଡିଓ ପ୍ରମାଣ ସହ ଟିଏମସି ସର୍ବସମ୍ମୁଖରେ ଉପସ୍ଥାପନ କରିଛି। ବିଜେପିର ଗୁଣ୍ଡାମାନେ ହିଁ ପ୍ରଖ୍ୟାତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଥିଲେ ବୋଲି ଟିଏମସି ସାଂସଦ ଡେରେକ୍ ଓବ୍ରାଇନ୍ ଭିଡିଓ ପ୍ରମାଣ ସାମ୍ନାକୁ ଆଣିଛନ୍ତି।

ସେ କହିଛନ୍ତି, “ଗତକାଲିର ଘଟଣାକୁ ନେଇ ସମଗ୍ର ବେଙ୍ଗଲ ସ୍ତବ୍ଧ ହୋଇଯାଇଛି। ଲୋକଙ୍କ ମନରେ କ୍ରୋଧର ନିଆଁ ଜଳୁଛି। ଗତକାଲିର ଘଟଣା ବେଙ୍ଗଲର ଇତିହାସ ଓ ଐତିହ୍ୟକୁ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ପାଇଁ ଗତକାଲି ହିଂସା ସୃଷ୍ଟି ହେଲା। ସେ କିନ୍ତୁ ଦିଲ୍ଲୀ ଯାଇ ସାମ୍ବାଦିକ ସମ୍ମିଳନୀରେ ମିଛ କହିବା ଆରମ୍ଭ କରିଛନ୍ତି। ଦିଲ୍ଲୀରେ ଚାପୁଡ଼ା ମାରି ଗିରଫ ହୋଇଥିବା ତଜିନ୍ଦର ବାଗା ପଶ୍ଚିମବଙ୍ଗରେ କ’ଣ କହୁଥିଲେ। ସେ କ’ଣ ବାହାର ଲୋକ ନୁହନ୍ତି?

ଶାହ ବେଙ୍ଗଲରେ ଭୋଟ ମାଗୁଛନ୍ତି। ହେଲେ ସେ ବେଙ୍ଗଲର ଇତିହାସ ସମ୍ପର୍କରେ ଅବଗତ ନାହାନ୍ତି। ବିଜେପି ଦ୍ୱାରା ହିଁ ଗତକାଲିର ହିଂସା ପାଇଁ ଯୋଜନା ହୋଇଥିଲା। ଏନେଇ ଆହୁରି ପ୍ରମାଣ ସାମ୍ନାକୁ ଆସିବ।”

ଓବ୍ରାଇନ୍‌ ଜାରି କରିଥିବା ଭିଡିଓରେ ବିଜେପି କର୍ମୀମାନେ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି।
ଏହାପୂର୍ବରୁ ଶ୍ରୀ ଶାହ ଗତକାଲିର ଘଟଣା ପାଇଁ ଟିଏମସିକୁ ଦାୟୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story