ଝିଅଙ୍କୁ ବକ୍ସିଂ ଶିଖାଇବା ପାଇଁ ସରକାରୀ ଚାକିରି ଛାଡ଼ିଛନ୍ତି ନୋଇଡାର ଏହି ବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପୂର୍ବତନ ପହିଲ୍‌ମାନ୍‌ ମହାବୀର ସିଂହ ଫୋଗତ୍‌ ନିଜ ଝିଅମାନଙ୍କୁ ଯେବେ କୁସ୍ତି ଶିଖାଇବାର ନିଷ୍ପତ୍ତି ନେଲେ, ସେତେବେଳେ ନାନା ଲୋକ ତାଙ୍କୁ ନାନା କଥା କହିଥିଲେ। ଧର୍ମ ପତ୍ନୀ ଦୟା କୌର ମଧ୍ୟ ମହାବୀରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। କହିଥିଲେ “ଝିଅମାନଙ୍କୁ ଖେଳ କୁଦରେ ସାମିଲ୍‌ କରନାହିଁ। ମତେ ତାଙ୍କୁ ନେଇ ଚିନ୍ତା ହେଉଛି। ଯଦି ସେମାନେ ପହିଲ୍‌ମାନ୍‌ ହୋଇଗଲେ, ତେବେ ତାଙ୍କୁ କିଏ ବାହାହେବ। ସେମାନଙ୍କୁ ଛୋଟ ଡ୍ରେସ୍‌ ପିନ୍ଧିବାକୁ ହେବ ଏବଂ ଚୁଟି […]

dangal

dangal

Biswobandita Swain
  • Published: Tuesday, 09 October 2018
  • Updated: 09 October 2018, 02:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପୂର୍ବତନ ପହିଲ୍‌ମାନ୍‌ ମହାବୀର ସିଂହ ଫୋଗତ୍‌ ନିଜ ଝିଅମାନଙ୍କୁ ଯେବେ କୁସ୍ତି ଶିଖାଇବାର ନିଷ୍ପତ୍ତି ନେଲେ, ସେତେବେଳେ ନାନା ଲୋକ ତାଙ୍କୁ ନାନା କଥା କହିଥିଲେ। ଧର୍ମ ପତ୍ନୀ ଦୟା କୌର ମଧ୍ୟ ମହାବୀରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। କହିଥିଲେ “ଝିଅମାନଙ୍କୁ ଖେଳ କୁଦରେ ସାମିଲ୍‌ କରନାହିଁ। ମତେ ତାଙ୍କୁ ନେଇ ଚିନ୍ତା ହେଉଛି। ଯଦି ସେମାନେ ପହିଲ୍‌ମାନ୍‌ ହୋଇଗଲେ, ତେବେ ତାଙ୍କୁ କିଏ ବାହାହେବ। ସେମାନଙ୍କୁ ଛୋଟ ଡ୍ରେସ୍‌ ପିନ୍ଧିବାକୁ ହେବ ଏବଂ ଚୁଟି ବି ଛୋଟ କରିବାକୁ ପଡିବ, ଯେଉଁଟା ମତେ ଆଦୌ ପସନ୍ଦ ନୁହେଁ।” କୌଣସି ଜଣେ ବି ବ୍ୟକ୍ତିଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ନମିଳିବା ସତ୍ତ୍ୱେ ମହାବୀର ତଙ୍କ ନିଷ୍ପତ୍ତିରୁ ଆଦୌ ପଛଘୁଞ୍ଚା ଦେଲେନାହିଁ।

ଏ ସମ୍ପର୍କରେ ମହାବୀର ସିଂହ କହିଥିଲେ “ସମସ୍ତେ ମୋତେ ବିରୋଧ କରୁଥିଲେ। ମୋ ଝିଅମାନଙ୍କୁ କୁସ୍ତି ଶିଖାଇ ମୁଁ ନିଜ ଗାଁ ପାଇଁ ଲଜ୍ଜା ଆଣି ଦେଇଛି ବୋଲି କହିଥିଲେ। କିନ୍ତୁ ମୁଁ ଭାବୁଥିଲି ଯଦି ଜଣେ ମହିଳା ଦେଶର ପ୍ରଧାନମନ୍ତ୍ରୀ ହୋଇପାରେ, ତେବେ ସେ ଜଣେ ପହିଲ୍‌ମାନ୍‌ କାହିଁକି ହୋଇପାରିବ ନାହିଁ !”

ବାପାଙ୍କର ସେହି ଅଗାଧ ବିଶ୍ୱାସ ପାଇଁ ଆଜି ଫୋଗତ୍‌ ସିଷ୍ଟର୍ସ କୁସ୍ତି ପାଇଁ ଦେଶର କ୍ରୀଡ଼ାପ୍ରେମୀଙ୍କ ଘରେ ଘରେ ପରିଚିତ।

ଫିଲ୍ମ ‘ଦଙ୍ଗଲ୍‌’ରେ ଏହି ଝିଅମାନଙ୍କ ପ୍ରେରଣାଦାୟୀ ଯାତ୍ରାର ଝଲକ୍ ଦେଖିବାକୁ ମିଳିଛି। ପହିଲିମାନ୍‌ ମହାବୀର ସିଂହଏବଂ ତାଙ୍କ ଝିଅମାନଙ୍କୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ‘ଦଙ୍ଗଲ୍‌’। ଏଥିରେ ଆମୀର ଖାନ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଲିଥିଲା। ଏବେ ଲାଗୁଛି, ଏହି କାହାଣୀ ବହୁ କ୍ରୀଡ଼ାପ୍ରେମୀଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଛି।

ନୋଇଡାର ରାଧାକୁଞ୍ଜ କଲୋନି ସେକ୍ଟର୧୨୩ରେ ରହୁଥିବା ରମେଶ ରାୱତ ନିଜ ଝିଅମାନଙ୍କୁ ବକ୍ସିଂ ଓ କୁସ୍ତି ଶିଖାଇବାକୁ ସରକାରୀ ଚାକିରି ଛାଡ଼ିଛନ୍ତି।

ରମେଶଙ୍କର ପିଲାବେଳୁ କ୍ରୀଡ଼ା ପ୍ରତି ଆଗ୍ରହ ଥିଲା। କିନ୍ତୁ ସହଯୋଗର ଅଭାବ ଏବଂ ପାରିବାରିକ ପ୍ରତିକୂଳ ପରିସ୍ଥିତି ପାଇଁ ସେ ତାଙ୍କ ସ୍ୱପ୍ନର ରାସ୍ତାରେ ଯାଇ ପାରିନଥିଲେ।

କିନ୍ତୁ ଯେତେବେଳେ ନିଜ ଝିଅମାନଙ୍କ ରୁଚି କ୍ରୀଡ଼ା ପ୍ରତି ରହିଛି ବୋଲି ଜାଣିଲେ, ସେ ପୁଣି ଥରେ ନିଜ ଅଧୂରା ସ୍ୱପ୍ନସବୁ ଦେଖିବାରେ ଲାଗିଲେ। ଆଉ ଝିଅମାନଙ୍କ ରୁଚିରେ ନିଜ ସ୍ୱପ୍ନ ପୂରଣ ପାଇଁ ନିଷ୍ପତ୍ତି ମଧ୍ୟ ନେଲେ। ଏପରିକି ନିଜର ସମସ୍ତ ସମୟ ସେ ଝିଅମାନଙ୍କ ଖେଳକୁଦ ପ୍ରଶିକ୍ଷଣରେ ଦେବାକୁ ଆରମ୍ଭ କଲେ।

ରମେଶ ପ୍ରତିଦିନ ସକାଳ ୪ଟାରୁ ଉଠନ୍ତି। ନିଜେ ଏକ୍ସର୍‌ସାଇଜ୍‌ କରନ୍ତି ଏବଂ ଝିଅମାନଙ୍କୁ ବ୍ୟାୟମ ଏବଂ ଭିନ୍ନ ଭିନ୍ନ ଯୋଗ କରିବାରେ ସାହାଯ୍ୟ କରନ୍ତି। ଏପରିକି ଏଥିପାଇଁ ସେ ଶେଷରେ ନିଜ ସରକାରୀ ଚାକିରିକୁ ମଧ୍ୟ ଛାଡ଼ିବାକୁ ବାଧ୍ୟ ହେଲେ।

ରମେଶଙ୍କର ଏହି ନିଷ୍ଠା ଓ ତ୍ୟାଗ କିନ୍ତୁ ବିଫଳ ଯାଇନାହିଁ। ବଡ ଝିଅ ମାନସୀ ଏବେ ରାଜ୍ୟ ବକ୍ସିଂ ଚାମ୍ପିଅନ୍‌ସିପ୍‌ର ବିଭିନ୍ନ ବର୍ଗରେ ରୌପ୍ୟ ଏବଂ ବ୍ରୋଞ୍ଜ ମେଡାଲ୍‌ ପାଇଛନ୍ତି। ଆସନ୍ତା ମାସରେ ମାନସୀ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଯୁକ୍ତ ଦୁଇରେ ପଢ଼ୁଥିବା ସାନ ଝିଅ ଏବେ ରାଜ୍ୟସ୍ତରୀୟ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ଖେଳିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ରମେଶଙ୍କ କହିବା ଅନୁଯାୟୀ, ମାନସୀଙ୍କ ମାସିକ ଟ୍ରେନିଂ ପାଇଁ ୧୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଅତୀତରେ ଏମିତି ବି ଦିନ ଆସିଛି ଟ୍ରେନିଂ ପାଇଁ ଅର୍ଥର ଅଭାବ ପଡ଼ିଛି ଏବଂ ତାଙ୍କ ପତ୍ନୀ ନିଜ ଗହଣା ବନ୍ଧା ପକାଇ ପଇସା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story