କଂଗ୍ରେସକୁ ‘ରାଷ୍ଟ୍ର ବିରୋଧୀ’ କହି ପଦ୍ମ ଧରିଲେ ଟମ୍‌ ୱଡ଼କନ୍‌

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ସୋନିଆ ଗାନ୍ଧିଙ୍କ ଅତି ଘନିଷ୍ଠ କୁହାଯାଉଥିବା ଟମ୍‌ ୱଡ଼କନ୍‌ କଂଗ୍ରେସର ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ତାଙ୍କ ରାଜ୍ୟ ତାମିଲନାଡ଼ୁରୁ ବିଜେପି ପାଇଁ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ବିପକ୍ଷରେ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଆଉ ଏହାର କାରଣ ସ୍ୱରୂପ ସେ କହିଛନ୍ତି, କଂଗ୍ରେସ ଗତ କିଛି ଦିନ ଧରି ଭାରତୀୟ ସେନାର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ […]

bjp

bjp

Subrat Kumar Nayak
  • Published: Thursday, 14 March 2019
  • Updated: 15 March 2019, 02:57 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ସୋନିଆ ଗାନ୍ଧିଙ୍କ ଅତି ଘନିଷ୍ଠ କୁହାଯାଉଥିବା ଟମ୍‌ ୱଡ଼କନ୍‌ କଂଗ୍ରେସର ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ତାଙ୍କ ରାଜ୍ୟ ତାମିଲନାଡ଼ୁରୁ ବିଜେପି ପାଇଁ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ବିପକ୍ଷରେ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।

ଆଉ ଏହାର କାରଣ ସ୍ୱରୂପ ସେ କହିଛନ୍ତି, କଂଗ୍ରେସ ଗତ କିଛି ଦିନ ଧରି ଭାରତୀୟ ସେନାର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ ‘ରାଷ୍ଟ୍ର ବିରୋଧୀ’ ମନୋଭାବ ପୋଷଣ କରିଥିବାରୁ ସେ ଦଳ ଛାଡ଼ିଛନ୍ତି। ଏହା ତାଙ୍କୁ ଗଭୀର ଆଘାତ ପହଞ୍ଚାଇଥିବା ମଧ୍ୟ ସେ କହିଛନ୍ତି।
https://twitter.com/ANI/status/1106108280114417664

ଗତ ୨୦ ବର୍ଷ ଧରି କଂଗ୍ରେସରେ ରାଜନୀତି କରୁଥିବା ଟମ୍‌, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପାକିସ୍ତାନୀ ଆତଙ୍କବାଦୀ ଆମ ଦେଶ ଉପରେ ଆକ୍ରମଣ କରିବା ସମୟରେ ମୋ ଦଳର ପ୍ରତିକ୍ରୟା ଦୁଃଖଦ ଥିଲା ଏବଂ ଏହା ବ୍ୟକ୍ତିଗତ ଭାବରେ ମୋତେ ଆଘାତ ପହଞ୍ଚାଇଥିଲା। ଯଦି ଏକ ରାଜନୀତିକ ଦଳ ଦେଶ ବିରୋଧରେ ମନ୍ତବ୍ୟ ଦେଉଥାଏ, ସେହି ଦଳ ଛାଡ଼ିବା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା।

କଂଗ୍ରେସର ପରିବାରବାଦ ରାଜନୀତିକୁ ବିରୋଧ କରି ସେ କହିଥିଲେ, ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରାଜନୀତିର ତରିକା ହେଉଛି ‘ୟୁଜ୍‌ ଆଣ୍ଡ ଥ୍ରୋ’। ମୁଁ ମୋ ଜୀବନର ପ୍ରମୁଖ ସମୟ ଏହି ଦଳକୁ ଦେଇଛି, କିନ୍ତୁ ବର୍ତ୍ତମାନ ଏହି ଦଳରେ ବଂଶବାଦ ଶୀର୍ଷରେ ପହଞ୍ଚିଛି। ଆତ୍ମସମ୍ମାନ ଥିବା ଲୋକଙ୍କର ଏହି ଦଳରେ ସ୍ଥାନ ନାହିଁ। ସେ ଏହି ମିଶ୍ରଣ ପର୍ବ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହିଁ ବିଭିନ୍ନ ରାଜ୍ୟରେ ସାଂସଦ ଏବଂ ବିଧାୟକମାନେ ଦଳ ଛାଡ଼ି ବିଜେପିମୁହାଁ ହୋଇଛନ୍ତି। ତେଲେଙ୍ଗାନା, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଏହାର ପ୍ରମାଣ ମିଳିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story