ପାକିସ୍ତାନୀ ତାଲିବାନ୍ କମାଣ୍ଡର ରଇସ୍ ଖାନ୍ ନିହତ

କାବୁଲ: ଆଫଗାନ୍‌ ସୁରକ୍ଷାକର୍ମୀଙ୍କ ହାତରେ ପାକିସ୍ତାନୀ ତାଲିବାନ୍ କମାଣ୍ଡର ରଇସ ଖାନଙ୍କ ସମେତ ୧୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ରବିବାର ଏହି ସୂଚନା ମିଳିଛି।

ରଇସ୍ ଖାନ୍‌ ଓରଫ ଆଜମ୍‌ ଖାନ୍‌ ତାରିକ୍‌ ଉପରେ ଭାରତୀୟ ମୁଦ୍ରାରେ ୨କୋଟି ଟଙ୍କାର ପୁରସ୍କାର ରହିଥିଲା।

ଆଫଗାନ୍ ସେନାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“ପାକ୍ତିକା ପ୍ରଦେଶରେ ପାକିସ୍ତାନ ତାଲିବାନ୍‌ର ଟପ୍ କମାଣ୍ଡର ଆଜମ୍‌ ଖାନ୍‌ଙ୍କ ସହିତ ୧୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।”

ଆହୁରି ପଢ଼ନ୍ତୁ

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

କ’ଣ ପାଇଁ ସ୍ୱର ବଦଳାଇଲେ ସଚିନ ପାଇଲଟ?

୮ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ

କଂଗ୍ରେସ ସହ ପୁଣି ଯୋଡ଼ିହେବେ ସଚିନ, ରଖିଲେ ମୁଖ୍ୟମନ୍ତ୍ରୀ ସର୍ତ୍ତ

୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

ମିଡିଆ ଟ୍ରାଏଲ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

ଆଉ ଦୁଇ ଦିନ ପରେ ଆସିବ ପ୍ରଥମ କରୋନା ଟିକା! ଗବେଷକମାନେ ବି ବ୍ୟବହାର କଲେ

ରାଜସ୍ଥାନ ସଙ୍କଟରେ ପଡ଼ିବ ପୂର୍ଣ୍ଣଚ୍ଛେଦ? ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସଚିନ ପାଇଲଟ

କରୋନାରେ ମୃତ ବାପାଙ୍କ ଶବ ଦେଖିବାକୁ ପୁଅକୁ ମାଗିଲେ ୫୧ ହଜାର, କିନ୍ତୁ…

ଚାଇନା ନୀତିକୁ ବିରୋଧ କରୁଥିବା ହଂକଂ ମିଡିଆ ଟାଇକୁନ ଗିରଫ