ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମୃତ ଓ ୧୪ ଆହତ

ଭିୱାନୀ: ହରିୟାନାର ଭିୱାନୀ ଜିଲ୍ଲାର ସେନୀୱାସ୍‌ ଗାଁରେ ଆଜି ସକାଳେ ଏକ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଟ୍ରକ୍‌କୁ ଧକ୍କା ଦେବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,“ତୀର୍ଥଯାତ୍ରୀଙ୍କୁ ନେଇ ଯାଇଥିବା ପିକ୍‌ଅପ୍ ଭ୍ୟାନ୍‌ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ସମୟରେ ପଛପଟୁ ଅନ୍ୟ ଏକ ଗାଡ଼ି ଆସି ଭ୍ୟାନ୍‌କୁ ଧକ୍କା ଦେଇଥିଲା। ସମସ୍ତ ମୃତକ ପଞ୍ଜାବର […]

haryana

haryana

Rakesh Mallick
  • Published: Friday, 30 September 2016
  • Updated: 30 September 2016, 12:54 PM IST

Sports

Latest News

ଭିୱାନୀ: ହରିୟାନାର ଭିୱାନୀ ଜିଲ୍ଲାର ସେନୀୱାସ୍‌ ଗାଁରେ ଆଜି ସକାଳେ ଏକ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଟ୍ରକ୍‌କୁ ଧକ୍କା ଦେବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି।

ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,“ତୀର୍ଥଯାତ୍ରୀଙ୍କୁ ନେଇ ଯାଇଥିବା ପିକ୍‌ଅପ୍ ଭ୍ୟାନ୍‌ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ସମୟରେ ପଛପଟୁ ଅନ୍ୟ ଏକ ଗାଡ଼ି ଆସି ଭ୍ୟାନ୍‌କୁ ଧକ୍କା ଦେଇଥିଲା। ସମସ୍ତ ମୃତକ ପଞ୍ଜାବର ବୋଲି ଜଣାପଡ଼ିଛି। ରାଜସ୍ଥାନର ଗୋଗାମେଡୀ ସ୍ଥିତ ତୀର୍ଥସ୍ଥଳୀରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story