ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମୃତ ଓ ୧୪ ଆହତ

ଭିୱାନୀ: ହରିୟାନାର ଭିୱାନୀ ଜିଲ୍ଲାର ସେନୀୱାସ୍‌ ଗାଁରେ ଆଜି ସକାଳେ ଏକ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଟ୍ରକ୍‌କୁ ଧକ୍କା ଦେବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି।

ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,“ତୀର୍ଥଯାତ୍ରୀଙ୍କୁ ନେଇ ଯାଇଥିବା ପିକ୍‌ଅପ୍ ଭ୍ୟାନ୍‌ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ସମୟରେ ପଛପଟୁ ଅନ୍ୟ ଏକ ଗାଡ଼ି ଆସି ଭ୍ୟାନ୍‌କୁ ଧକ୍କା ଦେଇଥିଲା। ସମସ୍ତ ମୃତକ ପଞ୍ଜାବର ବୋଲି ଜଣାପଡ଼ିଛି। ରାଜସ୍ଥାନର ଗୋଗାମେଡୀ ସ୍ଥିତ ତୀର୍ଥସ୍ଥଳୀରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।”

ଆହୁରି ପଢ଼ନ୍ତୁ

କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ

ଜେଲରେ ଧସେଇ ପଶିଲେ ବନ୍ଧୁକଧାରୀ, ଅତର୍କିତ ଗୁଳିମାଡ଼ରେ ୨୯ ମୃତ

ଅଯୋଧ୍ୟା ଭୂମି ପୂଜନରେ ପଶିପାରିବେନି ନକଲି ଅତିଥି, କାର୍ଡରେ ରହିଛି କୋଡ ବ୍ୟବସ୍ଥା

ପୁଣି ରିୟାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ସୁଶାନ୍ତଙ୍କ ବାପା

ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ଅନନ୍ୟ: ସ୍ୱାମୀଙ୍କୁ ‘ତିନ୍ ତଲାକ୍’ ଦେଲେ ମହିଳା

ରିୟା ଫେରାର ନାହାନ୍ତି, ବିହାର ପୁଲିସ୍‌ ତାଙ୍କୁ ସମନ କରିନି: ଓକିଲ

କାର୍‌ ପୋଡ଼ି ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ!

ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

କୁଳଭୂଷଣଙ୍କ ପାଇଁ ପାକିସ୍ତାନ ହାଇକୋର୍ଟରେ ଲଢ଼ିବେ ଓକିଲ, କିନ୍ତୁ…

ଭୂମି ପୂଜନ ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ବ୍ୟତୀତ ଏହି ୩ ଜଣଙ୍କ ନାଁ

‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ