ଟ୍ରକ୍‌ରେ ଲାଗିଗଲା ନିଆଁ, ଜଳିଗଲା ୧୫ ହଜାର ବିୟର ବୋତଲ

କୁନ୍ନୁଲ: ବିୟର ବୋତଲ ନେଇ ଯାଉଥିବା ଏକ ଟ୍ରକ୍‌ରେ ନିଆଁ ଲାଗିଯିବା କାରଣରୁ ଏଥିରେ ଥିବା ସବୁ ବିୟର ବୋତଲ ପୋଡ଼ିଯାଇଥିବା ଜଣାପଡ଼ିଛି। ପୁଲିସ୍‌ କହିଛି, ସମ୍ଭବତଃ ଇଞ୍ଜିନରୁ ପ୍ରଥମେ ନିଆଁ ଲାଗି ତାହା ଅନ୍ୟ ଆଡ଼କୁ ବ୍ୟାପିଥିଲା। ଏହା ବିୟର ବୋତଲ ଥିବା କାର୍ଟନ୍‌ରେ ଲାଗିଯିବାରୁ ନିଆଁର ଭୟାବହତା ଅଧିକ ରହିଥିଲା ବୋଲି କୁହାଯାଉଛି। ନିଆଁ ଲାଗିବା ପରେ ଏହାକୁ ରାସ୍ତା କଡ଼ରେ ପାର୍କ କରିଦିଆଯିବା ପରେ ବୋତଲ ସବୁ ବିସ୍ଫୋରଣ କରିବାକୁ ଆରମ୍ଭ କରିଥିଲା। […]

beer-truck

beer-truck

Subrat Kumar Nayak
  • Published: Tuesday, 21 May 2019
  • Updated: 21 May 2019, 09:22 PM IST

Sports

Latest News

କୁନ୍ନୁଲ: ବିୟର ବୋତଲ ନେଇ ଯାଉଥିବା ଏକ ଟ୍ରକ୍‌ରେ ନିଆଁ ଲାଗିଯିବା କାରଣରୁ ଏଥିରେ ଥିବା ସବୁ ବିୟର ବୋତଲ ପୋଡ଼ିଯାଇଥିବା ଜଣାପଡ଼ିଛି। ପୁଲିସ୍‌ କହିଛି, ସମ୍ଭବତଃ ଇଞ୍ଜିନରୁ ପ୍ରଥମେ ନିଆଁ ଲାଗି ତାହା ଅନ୍ୟ ଆଡ଼କୁ ବ୍ୟାପିଥିଲା। ଏହା ବିୟର ବୋତଲ ଥିବା କାର୍ଟନ୍‌ରେ ଲାଗିଯିବାରୁ ନିଆଁର ଭୟାବହତା ଅଧିକ ରହିଥିଲା ବୋଲି କୁହାଯାଉଛି। ନିଆଁ ଲାଗିବା ପରେ ଏହାକୁ ରାସ୍ତା କଡ଼ରେ ପାର୍କ କରିଦିଆଯିବା ପରେ ବୋତଲ ସବୁ ବିସ୍ଫୋରଣ କରିବାକୁ ଆରମ୍ଭ କରିଥିଲା। ଫଳରେ ବୋତଲର କାଚଖଣ୍ଡ ସବୁ ବିଭିନ୍ନ ଦିଗକୁ ଉଡ଼ିଥିଲା।

ଧୂଆଁରୁ ନିଆଁ ଲାଗିବା ଦେଖି ଗାଡ଼ିରୁ ଓହ୍ଲାଇଯାଇଥିବା ଡ୍ରାଇଭର ଜଣକ ନିଆଁ ଲିଭାଇବା ପାଇଁ ପ୍ରୟାସ କରି ଆହତ ହୋଇଥିବା ଜଣାପଡ଼ିଛି। ଏହି ଟ୍ରକ୍‌ଟି ହାଇଦ୍ରାବାଦରୁ ଆସୁଥିଲା।

ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏଥିରେ ୧୩୦୦ କାର୍ଟନ୍‌ ବିୟର ଥିଲା। ଯେଉଁଥିରେ ମୋଟ ୧୫,୬୦୦ ବୋତଲ ଥିଲା। ନିଆଁ ଲାଗିଯିବା କାରଣରୁ ୧୫ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି। ଟ୍ରକ୍‌ଟି ଏହି ନିଆଁରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story