ଘର ଭିତରେ ପଶି ଟ୍ୟୁସନ ଦିଦିଙ୍କୁ ଉଠାଇ ନେଲେ, ବିରୋଧ କରିବାରୁ ଲୋକଙ୍କୁ ଗୁଳିମାଡ଼

ପାଟନା: ବିହାରର ରାଜଧାନୀ ପାଟନାରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ପାଟନାର ଫୁଲୱାରୀ ଶରିଫରେ ବିଳମ୍ବିତ ରାତିରେ କାର ଧରି ଆସିଥିବା ପ୍ରାୟ ୨୦ ଜଣ ଯୁବକ ଜଣେ ୨୨ ବର୍ଷୀୟ ଟ୍ୟୁସନ ଦିଦିଙ୍କୁ ତାଙ୍କ ଘର ଭିତରୁ ଉଠାଇ ନେଇଯାଇଛନ୍ତି। ଏହି ଯୁବକମାନେ ସାଙ୍ଗରେ ବନ୍ଧୁକ ସହ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ। ସ୍ଥାନୀୟ ଲୋକ ଅପହରଣକୁ ବିରୋଧ କରିବାରୁ ସେମାନଙ୍କ ଉପରକୁ ଗୁଳିମାଡ଼ ମଧ୍ୟ ହୋଇଛି। ଅଧିକ ପଢ଼ନ୍ତୁ : ଦଳ […]

t

t

Hemant Lenka
  • Published: Wednesday, 23 December 2020
  • Updated: 23 December 2020, 01:06 PM IST

Sports

Latest News

ପାଟନା: ବିହାରର ରାଜଧାନୀ ପାଟନାରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ପାଟନାର ଫୁଲୱାରୀ ଶରିଫରେ ବିଳମ୍ବିତ ରାତିରେ କାର ଧରି ଆସିଥିବା ପ୍ରାୟ ୨୦ ଜଣ ଯୁବକ ଜଣେ ୨୨ ବର୍ଷୀୟ ଟ୍ୟୁସନ ଦିଦିଙ୍କୁ ତାଙ୍କ ଘର ଭିତରୁ ଉଠାଇ ନେଇଯାଇଛନ୍ତି। ଏହି ଯୁବକମାନେ ସାଙ୍ଗରେ ବନ୍ଧୁକ ସହ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ। ସ୍ଥାନୀୟ ଲୋକ ଅପହରଣକୁ ବିରୋଧ କରିବାରୁ ସେମାନଙ୍କ ଉପରକୁ ଗୁଳିମାଡ଼ ମଧ୍ୟ ହୋଇଛି।

ଅଧିକ ପଢ଼ନ୍ତୁ : ଦଳ ଛାଡ଼ିବାରୁ ପତ୍ନୀଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଲେ ବିଜେପି ସାଂସଦ

ନୋହସା ଠାରେ ନିଜ ପରିବାର ଲୋକଙ୍କ ସହ ୨୨ ବର୍ଷୀୟ ଟ୍ୟୁସନ ଦିଦି ରୁହନ୍ତି। ସ୍ଥାନୀୟ ଅଞ୍ଚଳରେ ପିଲାଙ୍କୁ ପାଠପଢ଼ାଇ ସେ ପରିବାର ତଥା ନିଜର ଗୁଜରାଣ ମେଣ୍ଟାନ୍ତି। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ ହଠାତ୍‌ କାର୍‌ ଧରି ୨୦ ଜଣ ଯୁବକ ସେଠାରେ ପହଞ୍ଚିଥିଲେ।

କେହି କିଛି ବୁଝିବା ଆଗରୁ ସେମାନେ ଘର ଭିତରେ ଧସେଇ ପଶି ଦିଦିଙ୍କୁ ଉଠାଇ ଆଣିଥିଲେ। ପରିବାର ଲୋକ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଅପହରଣକାରୀଙ୍କୁ ବିରୋଧ କରିଥିଲେ। ତେବେ ସେମାନେ ମାରଣାସ୍ତ୍ର ଦ୍ୱାରା ସମସ୍ତଙ୍କୁ ଭୟଭୀତ କରାଇଥିଲେ। ଶେଷରେ ଗୁଳିମାଡ଼ ମଧ୍ୟ କରିଥିଲେ।

ଖବର ପାଇ ପୁଲିସ୍‌ ଘଣ୍ଟାସ୍ଥଳରେ ପହଞ୍ଚିଲା ବେଳକୁ ଅପହରଣକାରୀମାନେ ଫେରାର ହୋଇଯାଇଥିଲେ। ଏବେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ପୁଲିସ୍‌ ଅପହରଣକାରୀଙ୍କ ଫଟୋ ଠାବ କରିଛି। ଏଥିସହ ସେମାନେ ବ୍ୟବହାର କରିଥିବା କାରକୁ ମଧ୍ୟ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ହେଲେ ଯୁବତୀଙ୍କ ସମ୍ପର୍କରେ ଏଯାଏ କିଛି ବି ଖବର ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story