ଆଉ ଦୁଇ କଂଗ୍ରେସ ବିଧାୟକ ଦେଲେ ଇସ୍ତଫା

ଭୋପାଲ: ଆଜି ଅପରାହ୍ନ ୬ଟାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେଇପାରନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଥିଲେ। ଏହାପରେ ତାଙ୍କର ସମର୍ଥକ ବିଧାୟକମାନେ ଇସ୍ତଫା ଦେଉଛନ୍ତି। ପ୍ରଥମେ ତାଙ୍କ ସମର୍ଥକ ୨୦ ବିଧାୟକ କଂଗ୍ରେସରୁ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଆଉ ଦୁଇ କଂଗ୍ରେସ ବିଧାୟକ ଦଳ ଏବଂ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ବିଧାୟକ ହେଲେ ସିନ୍ଧିଆଙ୍କ […]

scindia

scindia

Subhransu Sekhar
  • Published: Tuesday, 10 March 2020
  • Updated: 10 March 2020, 05:03 PM IST

Sports

Latest News

ଭୋପାଲ: ଆଜି ଅପରାହ୍ନ ୬ଟାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେଇପାରନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଥିଲେ। ଏହାପରେ ତାଙ୍କର ସମର୍ଥକ ବିଧାୟକମାନେ ଇସ୍ତଫା ଦେଉଛନ୍ତି। ପ୍ରଥମେ ତାଙ୍କ ସମର୍ଥକ ୨୦ ବିଧାୟକ କଂଗ୍ରେସରୁ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଆଉ ଦୁଇ କଂଗ୍ରେସ ବିଧାୟକ ଦଳ ଏବଂ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ବିଧାୟକ ହେଲେ ସିନ୍ଧିଆଙ୍କ ନିକଟତମ ବ୍ୟକ୍ତି ତଥା ବିଧାୟକ ଏନ୍ଦଲ ସିଂହ କଂଷାନ ଏବଂ ମନୋଜ ଚୌଧୁରୀ। ଏହି ଦୁଇ ଜଣ ବାଚସ୍ପତିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏହାକୁ ମିଶାଇ କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି।

ଅନ୍ୟପଟେ ବେଙ୍ଗାଲୁରୁର ଏକ ରିସୋଟରେ ଥିବା ୧୯ କଂଗ୍ରେସ ବିଧାୟକ କର୍ଣ୍ଣାଟକ ଡିଜିପିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ଏହି କଂଗ୍ରେସ ବିଧାୟକ ଦଳ ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏମାନେ ନିଜ ଇଚ୍ଛାରେ ଏହି ହୋଟେଲରେ ରହିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ସେହିପରି ଏସପି ବିଧାୟକ ରାଜେଶ ଶୁକ୍ଲା ଏବଂ ବିଏସପି ବିଧାୟକ ସଞ୍ଜୀବ କୁଶଓ୍ୱାହା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଭେଟିଛନ୍ତି। ଏବେ ଏହି ଦୁଇ ବିଧାୟକ ବିଜେପିରେ ମିଶିବେ ବୋଲି ଆକଳନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story