ଭାରତ ପାଇଁ ‘ସୁନାମୀ’ ବିପଦ ଆଣିବ କ୍ୟାନସର

ୱାଶିଂଟନ: ଚାଇନାର ଉହାନରୁ ବ୍ୟାପିଥିବା କରୋନା ଯେଉଁଭଳି ଭାବରେ ବେକାବୁ ହୋଇଛି ସେହିଭଳି ଆଗାମୀ ଦିନରେ କ୍ୟାନସର ମଧ୍ୟ ଭାରତରେ ବ୍ୟାପିବ। ଆଗାମୀ ଦିନରେ ଭାରତରେ କ୍ୟାନସର ‘‘ସୁନାମୀ’’ ସଦୃଶ ବ୍ୟାପିବ। ଏବେ ଯଦି ସଠିକ୍ ପଦକ୍ଷେପ ଗ୍ରହଣ ନକରାଯିବ ତାହେଲେ ସ୍ଥିତି ଭୟଙ୍କର ହେବ। ଭାରତର ମୂଳ ବାସିନ୍ଦା ତଥା ଆମେରିକାର ଦୁଇ ଜଣ ପ୍ରତିଷ୍ଠିତ ଡାକ୍ତର ଏଭଳି ମତ ରଖିଛନ୍ତି। ଏହି ଦୁଇ ବିଶେଷଜ୍ଞ ଡାକ୍ତର ହେଲେ ଦତ୍ତାତ୍ରେୟୁଦୁ ନୋରୀ ଏବଂ ରେଖା ଭଣ୍ଡାରୀ। […]

Cancer

Cancer

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 05:55 PM IST

Sports

Latest News

ୱାଶିଂଟନ: ଚାଇନାର ଉହାନରୁ ବ୍ୟାପିଥିବା କରୋନା ଯେଉଁଭଳି ଭାବରେ ବେକାବୁ ହୋଇଛି ସେହିଭଳି ଆଗାମୀ ଦିନରେ କ୍ୟାନସର ମଧ୍ୟ ଭାରତରେ ବ୍ୟାପିବ। ଆଗାମୀ ଦିନରେ ଭାରତରେ କ୍ୟାନସର ‘‘ସୁନାମୀ’’ ସଦୃଶ ବ୍ୟାପିବ। ଏବେ ଯଦି ସଠିକ୍ ପଦକ୍ଷେପ ଗ୍ରହଣ ନକରାଯିବ ତାହେଲେ ସ୍ଥିତି ଭୟଙ୍କର ହେବ। ଭାରତର ମୂଳ ବାସିନ୍ଦା ତଥା ଆମେରିକାର ଦୁଇ ଜଣ ପ୍ରତିଷ୍ଠିତ ଡାକ୍ତର ଏଭଳି ମତ ରଖିଛନ୍ତି। ଏହି ଦୁଇ ବିଶେଷଜ୍ଞ ଡାକ୍ତର ହେଲେ ଦତ୍ତାତ୍ରେୟୁଦୁ ନୋରୀ ଏବଂ ରେଖା ଭଣ୍ଡାରୀ। କ୍ୟାନସର ରୋଗର ଚିକିତ୍ସା ପାଇଁ ଦୁଇ ଜଣ ବିଶିଷ୍ଟ ଆମେରିକୀୟ ଡାକ୍ତର କ୍ୟାନସରକୁ ‘ସୁନାମୀ’ ବୋଲି ବର୍ଣ୍ଣନା କରିବାକୁ ଚେଷ୍ଟା କରିଛନ୍ତି।

ନୋରୀ କହିଛନ୍ତି, "ଭାରତରେ କ୍ୟାନସର କାରଣରୁ ପ୍ରତିଦିନ ୧,୩୦୦ ଲୋକ ମୃତ୍ୟୁବରଣ କରୁଛନ୍ତି। ଦେଶରେ ପ୍ରତିବର୍ଷ ପ୍ରାୟ ୧.୨ ମିଲିୟନ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ଖରାପ ଚିକିତ୍ସା ବ୍ୟବସ୍ଥାକୁ ଦାୟୀ କରାଯିବ। ସେ ଆହୁରି କହିଛନ୍ତି କ୍ୟାନସର ଏବେ ଭାରତୀୟଙ୍କ ପାଇଁ ବଡ଼ ସମସ୍ୟା। ଏହି କାରଣରୁ ଆକ୍ରାନ୍ତଙ୍କ ପରିବାରର ସାମାଜିକ ଏବଂ ଅର୍ଥନୀତିକ ସ୍ଥିତି ବିଗିଡ଼ିବ।" ସେହିପରି କ୍ୟାନସରକୁ ନେଇ ଅନ୍ତର୍ଜାତୀୟ ସଂସ୍ଥାମାନ ପୂର୍ବାନୁମାନ କରି କହିଛନ୍ତି, ୨୦୩୦ ସୁଦ୍ଧା ପ୍ରତିବର୍ଷ ପ୍ରାୟ ୧.୭ ନିୟୁତ ଲୋକ କ୍ୟାନସରରେ ଆକ୍ରାନ୍ତ ହେବେ। ତେଣୁ ଯେପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆନଯିବ ସେଯାଏ କ୍ୟାନସର ‘ସୁନାମୀ’ ଭଳି ବ୍ୟାପିବ। ଭାରତରେ ସ୍ୱାସ୍ଥ୍ୟଗତ ଖର୍ଚ୍ଚ ଅନେକ ସମୟରେ ପରିବାରକୁ ଦାରିଦ୍ର୍ୟ ସୀମାରେଖା ତଳେ ପକାଇପାରେ।

ନ୍ୟୁୟର୍କରେ ରହୁଥିବା ଏହି ଭାରତୀୟ-ଆମେରିକୀୟ ଡାକ୍ତର ଜଣଙ୍କ ଅନେକ ଭିଭିଆଇପି ଓ ବରିଷ୍ଠ ନେତାଙ୍କର ସଫଳ ଚିକିତ୍ସା କରାଇଛନ୍ତି। ଜଣେ ବିଶେଷଜ୍ଞ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ସହ ମିଶି କାମ କରନ୍ତି।

ଏହି ସମସ୍ତ ସ୍ୱାସ୍ଥ୍ୟସମସ୍ୟାକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଆୟୁଷ୍ମାନ ଭାରତ ଯୋଜନା' ଏବଂ ନ୍ୟାଶନାଲ କ୍ୟାନସର ରେଜିଷ୍ଟ୍ରି କାର୍ଯ୍ୟକ୍ରମ ପ୍ରତିଷ୍ଠା ହୋଇଛି ବୋଲି ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ରେଖା ଭଣ୍ଡାରୀ କହିଛନ୍ତି। ତେଣୁ କ୍ୟାନସର ରୋଗର ଆଗୁଆ ଚିହ୍ନଟ ହୋଇପାରିଲେ ଏହାର ନିରାକାରଣ ସମ୍ଭବ ହୋଇପାରିଥାନ୍ତା ବୋଲି ରେଖା ଭଣ୍ଡାରୀ ଏବଂ ନୋରୀ କହିଛନ୍ତି।

କ୍ୟାନସର ରୋଗର ଶୀଘ୍ର ଚିହ୍ନଟ ପାଇଁ ବ୍ଲକ୍ ଚେନ୍ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ସୂଚନା ପ୍ରଯୁକ୍ତିବିଦ୍ୟାର ନୂତନ ଉପକରଣ ବ୍ୟବହାର କରିବା ପାଇଁ ଭାରତ ସରକାରଙ୍କୁ ସୁପାରିଶ କରିଥିବା ନୋରୀ କହିଛନ୍ତି, ଭାରତରେ ଅଧିକାଂଶ କ୍ୟାନସର ତମାଖୁ ପାଇଁ ହେଉଛି।

କ୍ୟାନସର ରୋଗର ‘ସୁନାମୀ’କୁ ନିୟନ୍ତ୍ରଣ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ହେବ। ଏହାଦ୍ୱାରା ଜଣେ କ୍ୟାନସର ରୋଗୀ ଭଲ ହୋଇପାରିବ ଏବଂ ସ୍ୱଳ୍ପ ଦାମରେ ଚିକିତ୍ସିତ ହୋଇପାରିବ ବୋଲି ନୋରୀ କହିଛନ୍ତି। ତମାଖୁ ନିୟନ୍ତ୍ରଣ ଉପରେ ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ କର୍କଟ ରୋଗ ଉପରେ ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିବା ଉଚିତ ବୋଲି ନୋରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story