ଦୁଇ ଭାରତୀୟଙ୍କୁ ସାଉଦିରେ ମୃତ୍ୟୁଦଣ୍ଡ

ଚଣ୍ଡିଗଡ଼: ସହଯୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇ ଜଣ ଭାରତୀୟଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ନିୟମ ଅନୁଯାୟୀ, ଉଭୟଙ୍କୁ ମୁଣ୍ଡକାଟି ମୃତ୍ୟୁଦଣ୍ଡ ଦିଆଯାଇଛି। ଆଜି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହୋଶିଆରପୁରର ସତିୱିନ୍ଦର କୁମାର ଓ ଲୁଧିଆନାର ହରଜିତ୍‌ ସିଂହଙ୍କୁ ଫେବୃଆରୀ ୨୮ରେ ସାଉଦି ସରକାର ଏଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହି ଦଣ୍ଡ ଦେବା ପୂର୍ବରୁ ରିୟାଦରେ ଅବସ୍ଥିତ ଭାରତୀୟ […]

er

er

Hemant Lenka
  • Published: Wednesday, 17 April 2019
  • Updated: 17 April 2019, 03:22 PM IST

Sports

Latest News

ଚଣ୍ଡିଗଡ଼: ସହଯୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇ ଜଣ ଭାରତୀୟଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ନିୟମ ଅନୁଯାୟୀ, ଉଭୟଙ୍କୁ ମୁଣ୍ଡକାଟି ମୃତ୍ୟୁଦଣ୍ଡ ଦିଆଯାଇଛି। ଆଜି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହୋଶିଆରପୁରର ସତିୱିନ୍ଦର କୁମାର ଓ ଲୁଧିଆନାର ହରଜିତ୍‌ ସିଂହଙ୍କୁ ଫେବୃଆରୀ ୨୮ରେ ସାଉଦି ସରକାର ଏଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହି ଦଣ୍ଡ ଦେବା ପୂର୍ବରୁ ରିୟାଦରେ ଅବସ୍ଥିତ ଭାରତୀୟ ହାଇକମିଶନରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ନଥିଲା। ଏବେ ସତିୱିନ୍ଦର ଓ ହରଜିତଙ୍କ ମୃତଦେହ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ମିଳିବ ନାହିଁ। କାରଣ ସାଉଦି ସରକାର ପ୍ରଚଳନ କରିଥିବା ନିୟମ ଅନୁଯାୟୀ, ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ମୃତଦେହ ପରିବାର ଲୋକଙ୍କୁ ମିଳେନାହିଁ।

ସତିୱିନ୍ଦର, ହରଜିତ୍‌ ଓ ହତ୍ୟାର ଶିକାର ହୋଇଥିବା ଇମାମୁଦ୍ଦିନ ଏକ ସ୍ଥାନରୁ ଟଙ୍କା ଲୁଟ୍‌ କରିଥିଲେ। ଏହି ଟଙ୍କା ଭାଗ ବଣ୍ଟାରେ ସମସ୍ୟା ଉପୁଜିବାରୁ ଉଭୟ ଇମାମୁଦ୍ଦିନଙ୍କୁ ହତ୍ୟା କରିଥିଲେ। କିଛି ଦିନ ପରେ ଉଭୟ ସତିୱିନ୍ଦର ଓ ହରଜିତ ମଦ ପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ଉଭୟଙ୍କୁ ଭାରତ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା ବେଳେ ଇମାମୁଦ୍ଦିନ ହତ୍ୟାକାଣ୍ଡରେ ସେମାନଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଉଭୟଙ୍କୁ ଡିସେମ୍ବର ୯ ତାରିଖ ୨୦୧୫ରେ ଗିରଫ କରାଯାଇଥିଲା। ମାମଲାର ବିଚାର କରାଯାଇ ଉଭୟଙ୍କୁ ୨୦୧୭ ମସିହା ମେ’ ୩୧ରେ ଦଣ୍ଡିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story