୭.୫ କୋଟି ଟଙ୍କାର ନକଲି ଭାରତୀୟ ନୋଟ୍‌ ସହ ୩ ପାକିସ୍ତାନୀ ଓ ୨ ନେପାଳ ନାଗରିକ ଗିରଫ

କାଠମାଣ୍ଡୁ:ନକଲି ଭାରତୀୟ ନୋଟ୍‌ କାରବାର କରୁଥିବା ୩ ଜଣ ପାକିସ୍ତାନୀ ଏବଂ ୨ ଜଣ ନେପାଳ ନାଗରିକଙ୍କୁ ତ୍ରିଭୂବନ ବିମାନ ବନ୍ଦରରୁ ଗିରଫ କରିଛି ନେପାଳ ପୁଲିସ୍‌। ସେମାନଙ୍କ ମଧ୍ୟରେ ଏହି ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ୟୁନୁସ୍‌ ମିୟା ଅନ୍‌ସାରୀ ମଧ୍ୟ ଗିରଫ ହୋଇଛି। ସେମାନେ ୭.୫ କୋଟି ଟଙ୍କା ସହ ସୀମା ପାର କରିବା ଅପେକ୍ଷାରେ ଥିଲେ। ପୁଲିସ୍‌ ସୂଚନା ଅନୁଯାୟୀ, ସେମାନେ କତାରରୁ ଆସିଥିବା ସେମାନଙ୍କ ପାସ୍‌ପୋର୍ଟରୁ ଜଣାପଡ଼ୁଛି, କିନ୍ତୁ ସେମାନେ ପାକିସ୍ତାନରୁ କତାର […]

nepal

nepal

Subrat Kumar Nayak
  • Published: Friday, 24 May 2019
  • Updated: 24 May 2019, 10:22 PM IST

Sports

Latest News

କାଠମାଣ୍ଡୁ:ନକଲି ଭାରତୀୟ ନୋଟ୍‌ କାରବାର କରୁଥିବା ୩ ଜଣ ପାକିସ୍ତାନୀ ଏବଂ ୨ ଜଣ ନେପାଳ ନାଗରିକଙ୍କୁ ତ୍ରିଭୂବନ ବିମାନ ବନ୍ଦରରୁ ଗିରଫ କରିଛି ନେପାଳ ପୁଲିସ୍‌। ସେମାନଙ୍କ ମଧ୍ୟରେ ଏହି ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ୟୁନୁସ୍‌ ମିୟା ଅନ୍‌ସାରୀ ମଧ୍ୟ ଗିରଫ ହୋଇଛି। ସେମାନେ ୭.୫ କୋଟି ଟଙ୍କା ସହ ସୀମା ପାର କରିବା ଅପେକ୍ଷାରେ ଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ସେମାନେ କତାରରୁ ଆସିଥିବା ସେମାନଙ୍କ ପାସ୍‌ପୋର୍ଟରୁ ଜଣାପଡ଼ୁଛି, କିନ୍ତୁ ସେମାନେ ପାକିସ୍ତାନରୁ କତାର ଦେଇ ଆସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ପୁଲିସ୍‌ ସେମାନଙ୍କଠାରୁ ୪ଟି ସୁଟ୍‌କେସ୍‌ ଜବତ କରିଛି। ଏସବୁରେ ଜାଲ ନୋଟ୍‌ ଭର୍ତ୍ତି ହୋଇ ରହିଥିଲା। ଅନ୍‌ସାରୀ ଏବଂ ତା’ର ସହଯୋଗୀ ଏହି ନକଲି ନୋଟ୍‌ ସବୁ ନେବାକୁ ବିମାନ ବନ୍ଦର ଆସିଥିବାବେଳେ ପୁଲିସ୍‌ ସକାଳ ୯.୩୦ ସମୟରେ ସେମାନଙ୍କୁ ଗିରଫ କରିଛି।

ଅନ୍‌ସାରୀ ପୂର୍ବରୁ ମଧ୍ୟ ସମାନ ମାମଲାରେ ଗିରଫ ହୋଇ ଜେଲ ଯାଇସାରିଛି। ତା’ର ଅଣ୍ଡରଗ୍ରାଉଣ୍ଡ ଲୋକଙ୍କ ସହ ବିଶେଷ କରି ଜାଲ ନୋଟ୍‌ କାରବାର ସହ ଜଡ଼ିତ ପାକିସ୍ତାନୀଙ୍କ ସହ ସମ୍ପର୍କ ରହିଛି। ଅନ୍ୟମାନଙ୍କ ମଧ୍ୟରେ ସୋପାଲ ଖାନ୍‌ ଏବଂ ସୁଜାନ୍‌ ରାଣାଭଟ୍ଟ ନେପାଳ ନାଗରିକ ହୋଇଥିବାବେଳେ ମହମ୍ମଦ ଅଖତାର ନସୀରୁଦ୍ଦିନ୍‌ ଏବଂ ନାଜିଆ ଅନୁୱାର ପାକିସ୍ତାନୀ ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story