କୁଖ୍ୟାତ ଆତଙ୍କୀ ରିୟାଜ ନାଇକୋର ଦୁଇ ସହଯୋଗୀ ଟଳିଲେ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଥିବା ଅପରେସନ୍‌ ଅଲ ଆଉଟ୍‌କୁ ଆଜି ପୁଣି ସଫଳତା ମିଳିଛି। ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦିନର କୁଖ୍ୟାତ ଆତଙ୍କୀ ରିୟାଜ ନାଇକୋର ଦୁଇ ଜଣ ସହଯୋଗୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଏହି ଏନ୍‌କାଉଣ୍ଟର ଘଟିଛି। ପୁଲୱାମାର ଅବନ୍ତିପୁରା ଅନ୍ତର୍ଗତ ଶାରଶାଲି ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ହଠାତ୍‌ […]

r

r

Hemant Lenka
  • Published: Thursday, 29 November 2018
  • Updated: 29 November 2018, 04:07 PM IST

Sports

Latest News

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଥିବା ଅପରେସନ୍‌ ଅଲ ଆଉଟ୍‌କୁ ଆଜି ପୁଣି ସଫଳତା ମିଳିଛି। ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦିନର କୁଖ୍ୟାତ ଆତଙ୍କୀ ରିୟାଜ ନାଇକୋର ଦୁଇ ଜଣ ସହଯୋଗୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଏହି ଏନ୍‌କାଉଣ୍ଟର ଘଟିଛି।
ପୁଲୱାମାର ଅବନ୍ତିପୁରା ଅନ୍ତର୍ଗତ ଶାରଶାଲି ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ହଠାତ୍‌ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ଅଦନାନ ଅହମ୍ମଦ ଲୋନ୍‌ ଓ ଆଦିଲ ବିଲ୍ଲାଲ ଭଟ୍ଟ ନିହତ ହୋଇଛନ୍ତି। ଏମାନେ ହିଜବୁଲ ମୁଜାହିଦ୍ଦିନ ପାଇଁ କାର୍ଯ୍ୟ କରୁଥିଲେ। ଲୋନ୍‌ ହିଜବୁଲର ପୁଲୱାମା ଜିଲ୍ଲାର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story