ପୁଲଓ୍ୱାମା ଅବନ୍ତିପୁରାରେ ସର୍ଚ୍ଚ ଅପରେଶନ ଜାରି, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ୱାମା ଜିଲ୍ଲାର ଅବନ୍ତିପୁରାରେ ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ସକାଳଠୁ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମିୟ ଜାରି ରହିଛି। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେନା, ଏସଓଜି ଏବଂ ସିଆରପିଏଫର ମିଳିତ ଟିମ୍ ଏହି ଅପରେଶନରେ କରୁଛନ୍ତି। ସୂଚନାଯୋଗ୍ୟ, ପୁଲଓ୍ୱାମାର ଅବନ୍ତିପୁରାରେ ଗତ ତିନି ଦିନ ହେବ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ […]

shopian-army

Subhransu Sekhar
  • Published: Saturday, 25 January 2020
  • , Updated: 25 January 2020, 06:45 PM IST

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ୱାମା ଜିଲ୍ଲାର ଅବନ୍ତିପୁରାରେ ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ସକାଳଠୁ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମିୟ ଜାରି ରହିଛି। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେନା, ଏସଓଜି ଏବଂ ସିଆରପିଏଫର ମିଳିତ ଟିମ୍ ଏହି ଅପରେଶନରେ କରୁଛନ୍ତି।

ସୂଚନାଯୋଗ୍ୟ, ପୁଲଓ୍ୱାମାର ଅବନ୍ତିପୁରାରେ ଗତ ତିନି ଦିନ ହେବ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜିର ଏହି ଅପରେଶନରେ ରାଷ୍ଚ୍ରୀୟ ରାଇଫଲସ, ଜମ୍ମୁ କଶ୍ମୀର ପୁଲିସ ଏବଂ ସିଆରପିଏଫ ଯବାନ ନିୟୋଜିତ ଥିଲେ।

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଟପ କମାଣ୍ଡର ସମେତ ତିନି ଆତଙ୍କବାଦୀ ଅବନ୍ତିପୁରାରେ ଲୁଚିଥିବା ଆଶଙ୍କା କରାଯାଉଛି।

Related story