ଏବେ ଉଦ୍ଧବଙ୍କ ପାଖରେ କ୍ଷମତାର ରିମୋଟ୍‌ କଣ୍ଟ୍ରୋଲ: ଶିବସେନା

ମୁମ୍ବାଇ: ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଦଳ ଶିବସେନା ବର୍ତ୍ତମାନ ସୁଯୋଗ ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମୂଲଚାଲ କଥା ମନେପକାଇବାରେ ଲାଗିଛି। ବର୍ତ୍ତମାନ ଏହି ଦଳ ପକ୍ଷରୁ କୁହାଯାଇଛି ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପାଖରେ କ୍ଷମତାର ରିମୋଟ୍‌ କଣ୍ଟ୍ରୋଲ ରହିଛି। ୨୦୧୪ ବିଧାନସଭା ତୁଳନାରେ ୨୦୧୯ ମସିହାରେ ବିଜେପି କମ୍‌ ଆସନ ପାଇଥିବାରୁ ଶିବସେନା ଏପରି କରୁଥିବା କୁହାଯାଉଛି। ୧୯୯୫ରୁ ୧୯୯୯ ମସିହାରେ ବିଜେପି-ଶିବସେନା ମେଣ୍ଟ ସରକାର ସମୟରେ ‘ରିମୋଟ୍‌ କଣ୍ଟ୍ରୋଲ’ ଶବ୍ଦଟି […]

sivsena

sivsena

Subrat Kumar Nayak
  • Published: Sunday, 27 October 2019
  • Updated: 27 October 2019, 06:01 PM IST

Sports

Latest News

ମୁମ୍ବାଇ: ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଦଳ ଶିବସେନା ବର୍ତ୍ତମାନ ସୁଯୋଗ ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମୂଲଚାଲ କଥା ମନେପକାଇବାରେ ଲାଗିଛି। ବର୍ତ୍ତମାନ ଏହି ଦଳ ପକ୍ଷରୁ କୁହାଯାଇଛି ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପାଖରେ କ୍ଷମତାର ରିମୋଟ୍‌ କଣ୍ଟ୍ରୋଲ ରହିଛି। ୨୦୧୪ ବିଧାନସଭା ତୁଳନାରେ ୨୦୧୯ ମସିହାରେ ବିଜେପି କମ୍‌ ଆସନ ପାଇଥିବାରୁ ଶିବସେନା ଏପରି କରୁଥିବା କୁହାଯାଉଛି।

୧୯୯୫ରୁ ୧୯୯୯ ମସିହାରେ ବିଜେପି-ଶିବସେନା ମେଣ୍ଟ ସରକାର ସମୟରେ ‘ରିମୋଟ୍‌ କଣ୍ଟ୍ରୋଲ’ ଶବ୍ଦଟି ଶିବସେନା ପ୍ରତିଷ୍ଠାତା ବାଲ ଠାକ୍‌ରେ ବହୁତ ଥର ବ୍ୟବହାର କରୁଥିଲେ। ସେ କ୍ଷମତା ନିୟନ୍ତ୍ରଣ କଥା କହିବାକୁ ଯାଇ ଏହି ଶବ୍ଦ ପ୍ରୟୋଗ କରୁଥିଲେ।

୨୦୧୪ରେ ୧୨୨ଟି ଆସନ ପାଇଥିବା ବିଜେପି ଚଳିତ ଥର ୧୦୫ରେ ସନ୍ତୁଷ୍ଟ ହୋଇଛି। ଗତ ୨୧ ତାରିଖରେ ନିର୍ବାଚନ ହୋଇ ୨୪ରେ ଫଳାଫଳ ଘୋଷଣା ହୋଇଥିଲେ ମଧ୍ୟ ଏଯାଏ ମହାରାଷ୍ଟ୍ରର ସରକାର ଗଠନ ନେଇ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ। ତେବେ ଏଭଳି ସ୍ଥିତିରେ ଶିବସେନାର ମୁଖପତ୍ର ସାମ୍ନାରେ ‘ରୋକ୍‌ଠୋକ୍‌’ ସ୍ତମ୍ଭରେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଚଳିତ ଥର କମ୍‌ ଆସନରେ ହାରିଛି, ଗତଥରର ୬୩ ତୁଳନାରେ ଚଳିତ ଥର ୫୬ଟି ହାରିଛି। କିନ୍ତୁ ଏହି ଦଳ ପାଖରେ କ୍ଷମତାର ରିମୋଟ୍‌ କଣ୍ଟ୍ରୋଲ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story