ରାମ ମନ୍ଦିର ପାଇଁ ଅଧ୍ୟାଦେଶ ଆଣନ୍ତୁ ମୋଦି ସରକାର: ଉଦ୍ଧବ ଠାକ୍‌ରେ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଅଧ୍ୟାଦେଶ ଅଣାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର ଆହ୍ୱାନ କରିଛନ୍ତି। ତାଙ୍କ ଦଳ ପକ୍ଷରୁ ସେ ଏହି ଆହ୍ୱାନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମର କେନ୍ଦ୍ରରେ ଦୃଢ଼ ସରକାର ଅଛି। ତେଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ଏକ ଅଧ୍ୟାଦେଶ ଆଣନ୍ତୁ। ଏହାର ନିର୍ମାଣ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବା […]

Uddhav

Uddhav

Subrat Kumar Nayak
  • Published: Sunday, 16 June 2019
  • Updated: 16 June 2019, 05:13 PM IST

Sports

Latest News

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଅଧ୍ୟାଦେଶ ଅଣାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର ଆହ୍ୱାନ କରିଛନ୍ତି। ତାଙ୍କ ଦଳ ପକ୍ଷରୁ ସେ ଏହି ଆହ୍ୱାନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମର କେନ୍ଦ୍ରରେ ଦୃଢ଼ ସରକାର ଅଛି। ତେଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ଏକ ଅଧ୍ୟାଦେଶ ଆଣନ୍ତୁ। ଏହାର ନିର୍ମାଣ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମାତ୍ର ଦିନକ ପରେ ଲୋକସଭା ଆରମ୍ଭ ହେବାକୁ ଥିବା ବେଳେ ଶିବସେନା ମୁଖ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି। ପ୍ରଭୁ ରାମଙ୍କ ଆଶୀର୍ବାଦ ନେବାକୁ ସେ ଅଯୋଧ୍ୟା ଆସିଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଏଥିପାଇଁ ଆନ୍ଦୋଳନର ଆବଶ୍ୟକତା ପଡ଼େ, ତାହା ମଧ୍ୟ କରାଯିବ। ସମଗ୍ର ବିଶ୍ୱର ହିନ୍ଦୁ ସମୁଦାୟ ଏହି ମନ୍ଦିର ନିର୍ମାଣ ହେବା ଚାହାନ୍ତି ବୋଲି ସେ କହିଛନ୍ତି।

ଉଦ୍ଧବଙ୍କ ପୁଅ ତଥା ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକ୍‌ରେ ଏବଂ ନବନିର୍ବାଚିତ ୧୮ ସାଂସଦ ମଧ୍ୟ ତାଙ୍କ ସହ ଅଯୋଧ୍ୟା ଗସ୍ତରେ ଅଛନ୍ତି। ସେ ଏହି ଅବସରରେ କହିଛନ୍ତି, ପ୍ରଭୂ ରାମଙ୍କ କୃପାରୁ ୨୦୧୯ ସାଧାରଣ ନିର୍ବାଚନରେ ଶିବସେନା ଭଲ ପ୍ରଦର୍ଶନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story